Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବନବିଭାଗର ଚଢାଉ, ବିପୁଳ ପରିମାଣର ଅଙ୍ଗାର ଜବତ

19/04/2021 at 1:15 PM

ଚଣ୍ଡିଖୋଲ ୧୯।୦୪: ଯାଜପୁର ଜିଲ୍ଲା ଧର୍ମଶାଳା ଉତ୍ତର ଶାସନ ଗାଁର ନିକଟରେ ବନବିଭାଗର ଅଚାନକ ଛଢାଉ । ଜଙ୍ଗଲକୁ ପୋଡି ଅଙ୍ଗାର ପ୍ରସ୍ତୁତ କରୁଛନ୍ତି କିଛି ମାଫିଆ । ଦୀର୍ଘଦିନ ହେବ ଏପରି ଭାବେ କାର୍ଯ୍ୟ ଚାଲୁରହିଛି । ଯାହାର ଖବର ବନବିଭାଗ ପାଇଥିଲା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଅତର୍କିତ ଚଢାଉ କରିଥିଲେ ବନ ସୁରକ୍ଷା କର୍ମଚାରୀ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ତେବେ ଏହି ଚଢାଉରେ ବିପୁଳ ପରିମାଣର ଅଙ୍ଗାର ଜବତ ହୋଇଥିବା ବେଳେ ଗୋଟିଏ ଗାଡି ଖସିଯାଇଛି ।

   Related Posts