Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପୋଲିସ ଓ ବନ ବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

14/03/2020 at 4:39 PM

ଭଦ୍ରକ ୧୪।୦୩:  ପୋଲିସ ଓ ବନ ବିଭାଗ ର ମିଳିତ ଚଢ଼ାଉ । ବାଡ଼ି ପଟରେ ପଲିଥିନ ଘୋଡା ହୋଇ ରହିଥିବା ବିପୁଳ ପରିମାଣ ର କାଠ ଜବତ ହୋଇଛି । ଭଦ୍ରକ ଜିଲ୍ଲା ଧୂସୁରି ଥାନା ଗଢିଆଳି ପଞ୍ଚାୟତ ର ଗଢିଆଳି ଗାଁ ରେ ପୋଲିସ ଓ ବନବିଭାଗ ମିଳିତ ଚଢ଼ାଉ କରିଛି ।

ଗଢିଆଳି ଗାଁ ର ଜନୈକ ବ୍ୟକ୍ତି ଙ୍କ ବାଡ଼ି ରେ ବିପୁଳ ପରିମାଣ ର କାଠ ଥିବା ନେଇ ବନବିଭାଗ ସୂଚନା ପାଇଥିଲା । ଶନିବାର ଦିନ ଚଢ଼ାଉ ବେଳେ ବିଭିନ୍ନ ପ୍ରକାର ର କଟିଂ କାଠ ଜବତ ହୋଇଛି । କାଠ ର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ କାଠ କିଏ ରଖିଛି ସେ ନେଇ କୌଣସି ସ୍ପଷ୍ଠ ସୂଚନା ମିଳିନାହିଁ।

   Related Posts