କାଠ କୋଇଲା ଚୋରା ଚାଲାଣ ବେଳେ ଜବତ ସହ ଜଣେ ଗିରଫ
19/11/2019 at 8:21 AM

ଚୌଦ୍ବାର ୧୯।୧୧: କଟକ ଜିଲ୍ଲା ଚୌଦ୍ବାର ଥାନା ନୂଆପାଟଣା ମଧୁସୁଦନ ସେତୁ ନିକଟରୁ କାଠ କୋଇଲା ଚୋରା ଚାଲାଣ ବେଳେ ବନ ବିଭାଗ ଜବତ କରିଛି । ଘଟଣାସ୍ଥଳରୁ ବିନ ବିଭାଗ ଏକ ଟାଟ ଏସି ଗାଡି ଜବତ ସହ ଡ୍ରାଇଭରକୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ବେଆଇନ୍ ଚାଲାଣ ବେଳେ ଚୌଦ୍ବାର ବନ ବିଭାଗ ଦ୍ବାରା ବିଳମ୍ବିତ ରାତିରେ ବିପୁଳ ପରିମାଣର କାଠ କୋଇଲା ଜବତ। ଚୌଦ୍ବାର ଥାନା ନୂଆପାଟଣା ମଧୁସଦନ ସେତୁ ନିକଟରୁ ଏକ ଟାଟା ଏସି ଗାଡିରୁ କୋଇଲାକୁ ଜବତ କରିଛି ବନ ବିବାଗ । ଡ୍ରାଇଭର ଧୁବଚରଣ ଦାସ ଗିରଫ । ଗାଡିରେ ୨୦ବସ୍ତାରୁ ଅଧିକ କାଠ କୋଇଲା ଥିବା ଅନୁମାନ କରାଯାଉଛି ..
Related Posts
ବ୍ରହ୍ମପୁର: ଠକେଇ ଅଭିଯୋଗରେ ଯୁବକ ଗିରଫ
18 January 2021