Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

କାଠ କୋଇଲା ଚୋରା ଚାଲାଣ ବେଳେ ଜବତ ସହ ଜଣେ ଗିରଫ

19/11/2019 at 8:21 AM

ଚୌଦ୍ବାର ୧୯।୧୧: କଟକ ଜିଲ୍ଲା ଚୌଦ୍ବାର ଥାନା ନୂଆପାଟଣା ମଧୁସୁଦନ ସେତୁ ନିକଟରୁ କାଠ କୋଇଲା ଚୋରା ଚାଲାଣ ବେଳେ ବନ ବିଭାଗ ଜବତ  କରିଛି ।  ଘଟଣାସ୍ଥଳରୁ ବିନ ବିଭାଗ ଏକ ଟାଟ ଏସି ଗାଡି ଜବତ ସହ ଡ୍ରାଇଭରକୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ବେଆଇନ୍ ଚାଲାଣ ବେଳେ ଚୌଦ୍ବାର ବନ ବିଭାଗ ଦ୍ବାରା ବିଳମ୍ବିତ ରାତିରେ  ବିପୁଳ ପରିମାଣର କାଠ କୋଇଲା ଜବତ।  ଚୌଦ୍ବାର  ଥାନା ନୂଆପାଟଣା ମଧୁସଦନ ସେତୁ  ନିକଟରୁ ଏକ ଟାଟା ଏସି ଗାଡିରୁ  କୋଇଲାକୁ ଜବତ କରିଛି ବନ ବିବାଗ  । ଡ୍ରାଇଭର ଧୁବଚରଣ ଦାସ ଗିରଫ । ଗାଡିରେ ୨୦ବସ୍ତାରୁ ଅଧିକ କାଠ କୋଇଲା ଥିବା ଅନୁମାନ କରାଯାଉଛି ..

   Related Posts