Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଷ୍ଟେସନ ନିକଟରୁ କାଠ କୋଇଲା ଜବତ: ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଟଙ୍କାରୁ ଅଧିକ

7/11/2019 at 7:54 AM

ଚୌଦ୍ୱାର ୭।୧୧ : କଟକ ଜିଲ୍ଲା ଚୌଦ୍ୱାର  ଥାନା ଚାରବାଟିଆ ଷ୍ଟେସନ ନିକଟରୁ ବିପୁଳ ପରିମାଣର କାଠ କୋଇଲା ଜବତ କରିଛି ବନ ବିଭାଗ । ବେଆଇନ ଭାବେ କାଠ କୋଇଲା ଗଚ୍ଛିତ ହୋଇ ରହିଥିଲା ।

ସୂଚନାଯୋଗ୍ୟ ଯେ,  ଚାରବାଟିଆ  ଷ୍ଟେସନ ନିକଟରେ ଥିବା ଏକ ଘରୁ   ବିପୁଳ ପରିମାଣର କାଠ କୋଇଲା ଜବତ କରିଛି ବନ ବିଭାଗ । ବେଆଇନ ଭାବେ  ଗଛିତ ଥିବାର ଖବର ପାଇ ଚୌଦ୍ୱାର  ବନପାଳ ଜ୍ୟୋତି ରଞ୍ଜନ ମହାପାତ୍ର ଚଢ଼ାଉ କରିଥିଲା । ଚଢାଉରେ  ଘର ଭିତରେ ଥିବା ପ୍ରାୟ ୨୦ ବସ୍ତା କାଠ କୋଇଲା ଜବତ ହୋଇଛି । ଜବତ କୋଇଲାର  ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ଜଣାପଡିଛି ।

ଟ୍ରେନ ଯୋଗେ କାଠ କୋଇଲା  କଟକ, ଭୁବନେଶ୍ୱର, ଜଟଣୀକୁ ଚାଲାଣ କରାଯିବା ପାଇଁ ଏଠାରେ ଗଚ୍ଛିତ ରଖିଥିବାର  ଜଣା ପଡ଼ିଛି ।ଏହି ବେଆଇନ କାରବାର  ପଛରେ ଏକ ବଡ଼ ରାକେଟ କାମ କରୁଥିବାର ସୂଚନା ମିଳିଛି । ରେଳ ବାଇର କିଛି କର୍ମଚାରୀ  ମଧ୍ୟ  ସାମିଲ ଥିବାର ସନ୍ଦେହ କରା ଯାଉଛି।

   Related Posts