Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଷ୍ଟିଙ୍ଗ୍ ଅପରେସନ/ ମଦ ଦୋକାନରେ ଗ୍ରାହକଙ୍କୁ କେମିତି ଶୋଷଣ ହେଉଛି ଦେଖନ୍ତୁ…

29/07/2019 at 12:14 PM

ଜୟପୁର୨୯\୭: ମଦ ଦୋକାନରେ ଗ୍ରାହକଙ୍କୁ ଶୋଷଣ।ନିର୍ଧାରିତ ମୂଲ୍ୟଠାରୁ ନିଆଯାଉଛି ଅଧିକ ଟଙ୍କା।ଏପରିକି ବିଲ୍ ମାଗିଲେ ଵିଲ ଵଦଳରେ ଦିଆ ଯାଉଛି ସାଧା କାଗଜରେ ଚିରୁକୁଟି।

ପ୍ରତିଵାଦ କଲେ ଵି କେହି ଶୁଣୁ ନାହାଁନ୍ତି। ଆଉ ସଵୁ ଜାଣି ଚୁପ ଵସିଛି ଅଵକାରୀ ବିଭାଗ।

ଏମିତି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲାର ଵିଭିନ୍ନ ମଦ ଦୋକାନରୁ।କେଵଳ ଅଭିଯୋଗ ଆସିନି ବରଂ ଏପରି ମନମାନି କରି ଲୋକଙ୍କୁ ଠକୁଥିବା ଏହି ବିହାରୀ ମଦ ଵେପାରୀଙ୍କ କାରନାମା ଷ୍ଟିଙ୍ଗ ଅପରେସନରେ ଧରା ବି ପଡି ଯାଈଛି।

କେଳ ସେତିକି ନୁହଁ ବେଆଇନ ଭାବେ ଏ ସବୁ ମଦ ଵାଇକରେ ବି ଵୁହା ହେଉଛି ଅନ୍ୟ ସ୍ଥାନମାନଙ୍କରେ ବିକ୍ରି ପାଇଁ।

   Related Posts