Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିପୁଳ ପରିମାଣର ବିଦେଶୀ ମଦ ଜବତ, ୨ ଗିରଫ

12/06/2020 at 8:45 PM

କାମାକ୍ଷାନଗର, ୧୨|୦୬:  ଲକଡାଉନ୍ ସମୟରେ ଚୋରା ମଦ କାରବାର ବୃଦ୍ଧି ପାଇଛି । ବେପାରୀମାନେ ଚୋରାରେ ମଦ ବିକ୍ରି କରି ଅଧିକ ମୁନାଫା କରୁଛନ୍ତି । ତେବେ କାମାକ୍ଷାନଗର-ପରଜଙ୍ଗ ପୋଲିସ  ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି  ।

ପରଜଙ୍ଗ ପୋଲିସ ମଦ ଚୋରା ଚାଲାଣ ବେଳେ ୨୪୦ ଲିଟର ବିଦେଶୀ ମଦ ଜବତ କରିଛି ।ଏହାସହ ୨ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନଙ୍କଠାରୁ ନଗଦ  ପାଞ୍ଚ ଲକ୍ଷ ତିରିଶ ହଜାର ଟଙ୍କା, ଏକ ଇଣ୍ଡିକା କାର ମଧ୍ୟ ଜବତ କରାଯାଇଛି ।

   Related Posts