ବିପୁଳ ପରିମାଣର ବିଦେଶୀ ମଦ ଜବତ, ୨ ଗିରଫ

Published By : Prameya-News7 Bureau | June 12, 2020 IST

କାମାକ୍ଷାନଗର, ୧୨|୦୬:  ଲକଡାଉନ୍ ସମୟରେ ଚୋରା ମଦ କାରବାର ବୃଦ୍ଧି ପାଇଛି । ବେପାରୀମାନେ ଚୋରାରେ ମଦ ବିକ୍ରି କରି ଅଧିକ ମୁନାଫା କରୁଛନ୍ତି । ତେବେ କାମାକ୍ଷାନଗର-ପରଜଙ୍ଗ ପୋଲିସ  ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି  ।

ପରଜଙ୍ଗ ପୋଲିସ ମଦ ଚୋରା ଚାଲାଣ ବେଳେ ୨୪୦ ଲିଟର ବିଦେଶୀ ମଦ ଜବତ କରିଛି ।ଏହାସହ ୨ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନଙ୍କଠାରୁ ନଗଦ  ପାଞ୍ଚ ଲକ୍ଷ ତିରିଶ ହଜାର ଟଙ୍କା, ଏକ ଇଣ୍ଡିକା କାର ମଧ୍ୟ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.