Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଚୋରା ବିଦେଶୀ ମଦ ଜବତ, ବ୍ୟବସାୟୀ ଗିରଫ

10/02/2019 at 11:12 AM

କେନ୍ଦ୍ରାପଡା ୧୦|୨:  ୨୨୫ ବୋତଲ ଚୋରା ବିଦେଶୀ ମଦ ଜବତ କଲା କେନ୍ଦ୍ରାପଡ଼ା ଟାଉନ୍ ପୋଲିସ । ଜଣେ ବ୍ୟବସାୟୀ ଗିରଫ । ଅଭିଯୁକ୍ତ ଜଣକ ସ୍ଥାନୀୟ ଗୁଲ୍ ନଗର୍ ଗାଁର ଗଙ୍ଗାଧର ସାହୁ । ଗତକାଲି ରାତିରେ ଗଙ୍ଗାଧର ଏକ ସ୍କୁଟର୍ ଯୋଗେ ଚୋରା ମଦ ନେଇ କଂସାର ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ହାବୁଡରେ ପଡିଥିଲା । ମଦ କାରବାରରେ ବ୍ୟବହୃତ ଏକ ସ୍କୁଟରକୁ ମଧ୍ୟ ଜବତ କରିଛି ପୋଲିସ ।

   Related Posts