Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଆଜିଠୁ ଅଢ଼େଇ ବର୍ଷ ଯାଏଁ ଏହି ୩ଟି ରାଶି ଉପରେ କୃପା କରିବେ ଶନି ଦେବତା

3/08/2019 at 3:50 PM

ବିଛା ରାଶି – ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଶୁଭ ରହିବ। ଆପଣଙ୍କୁ ଆରାମ କରିବା ଏବଂ ନିକଟ ବନ୍ଧୁ ଏବଂ ପରିବାରଲୋକଙ୍କ ସହ କିଛି ସମୟ ଆନନ୍ଦ ଉପଭୋଗ କରିବାକୁ ପଡ଼ିବ। ଦିନକୁ ରୋମାଞ୍ଚକର କରିବା ପାଇଁ ନିକଟ ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ସମୟ ବିତାଇବେ। ବିବାଦୀୟ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ ନାହିଁ। ତରବରିଆ ଭାବେ କୈାଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଆଗକୁ ପଶ୍ଚାତାପ କରିବାକୁ ପଡ଼ିବ।

ସିଂହ ରାଶି : ଆଜିର ଦିନ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ସାମାନ୍ୟ ରହିବ। ବିଦ୍ୟାଳୟ ପାଠ ପୂରା କରିବା ପାଇଁ ପିଲାମାନେ ପରସ୍ପରର ସାହାଯ୍ୟ ନେବେ। ରୋମାନ୍ସ ପାଇଁ ନେଇଥିବା ନିଷ୍ପତ୍ତି କୈାଣସି ପ୍ରଭାବ ଦେଖାଇବ ନାହିଁ। ସେମିନାର ଏବଂ ପ୍ରଦର୍ଶନୀ ଆଦି ଆପଣଙ୍କୁ ନୂତନ ସୂଚନା ଏବଂ ତଥ୍ୟ ପ୍ରଦାନ କରିବ। ଭିନ୍ନ ଭିନ୍ନ ଚିନ୍ତାଧାରା ପାଇଁ ଆପଣଙ୍କ ଜୀବନସାଥୀ ଏବଂ ଆପଣଙ୍କ ମଧ୍ୟରେ ମତାନ୍ତର ହୋଇପାରେ।

ମିଥୁନ ରାଶି : ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ମଉଜ,ମସ୍ତି ଏବଂ ଆନନ୍ଦରେ ଭରପୂର ରହିବ। ତରବରିଆ ଭାବେ ବିନିଯୋଗ କରନ୍ତୁ ନାହିଁ। କାର୍ଯ୍ୟରେ ଅଧିକ ଚାପ ଯୋଗୁଁ ପରିବାରର ଆବଶ୍ୟକତା ଏବଂ ଇଚ୍ଛାକୁ ଅବହେଳା କରନ୍ତୁ ନାହିଁ। ଅନ୍ୟର ଅସ୍ତକ୍ଷେପ ଆପଣଙ୍କ ପଥରେ ବାଧା ଉତ୍ପନ୍ନ କରିପାରେ।

   Related Posts