Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଏହି କାରଣ ଯୋଗୁଁ ସଲମାନ ଓ ଐଶ୍ବର୍ଯ୍ୟା ରାୟଙ୍କର ହୋଇଥିଲା ବ୍ରେକ୍ଅପ୍

23/09/2019 at 12:32 PM

ମୁମ୍ବାଇ୨୩|୯: ସଲମାନ ଓ ଐଶ୍ବର୍ଯ୍ୟାଙ୍କ ପ୍ରେମ କାହାଣୀ ବିଷୟରେସମଗ୍ର ଇଣ୍ଡଷ୍ଟ୍ରି ଜାଣିଥିଲା। ଉଭୟଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ଥିଲା। ହେଲେ ଉଭୟଙ୍କର କିଛି କାରଣ ଯୋଗୁଁ ଝଗଡା ହୋଇଥିଲା ଓ ସମ୍ପର୍କ ଭାଙ୍ଗିଥିଲା।ସଲମାନଙ୍କର ଅନେକ ନାୟିକାଙ୍କ ସହ ଆଫାୟାର ରହିଆସିଛି। କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ତାଙ୍କର ପ୍ରତ୍ୟେକ ଆଫାୟାର ଅଳ୍ପ ଦିନ ମଧ୍ୟରେ ଭାଂଗି ଯାଇଥାଏ ।ତେବେ ଐଶ୍ବର୍ଯ୍ୟା ସଲମାନଙ୍କ ସହ ଏହି ୩ଟି କାରଣ ଯୋଗୁଁ ବ୍ରେକ୍‌ଅପ କରିଥିଲେ ।

୧. ସଲମାନଙ୍କ ଆଗ୍ରେସିଭ ସ୍ବଭାବ- ସଲମାନଙ୍କର ଏହି ଗୁଣ ପାଇଁ ଐଶ୍‌ ଓ ତାଙ୍କ ମଧ୍ୟରେ ଅନେକ ଝଗଡା ହେଉଥିଲା। ସେ ରାଗିଲେ ଐଶ୍‌ଙ୍କୁ ଗାଳି କରୁଥିଲେ ଯେଉଁଥିପାଇଁ ସେ ଡରିଯାଉଥିଲେ।ଏଥିପାଇଁ ଉଭୟଙ୍କ ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇଥିଲା।

୨. ଐଶ୍ବର୍ଯ୍ୟାଙ୍କ ପରିବାର ଲୋକେ ସଲମାନଙ୍କୁ ପସନ୍ଦ କରୁନଥିଲେ-   ସଲମାନ ଓ ଐଶ୍‌ ରିଲେସନଶିପ୍‌ରେ ଥିଲା ବେଳେ ଐଶ୍‌ ଅଧିକାଂଶ ସମୟ ସଲମାନଙ୍କୁ ତାଙ୍କ ଘରକୁ ନେଇ ଯାଆନ୍ତି। ହେଲେ ତାଙ୍କ ମାଆ ବାପା ସଲମାନଙ୍କୁ ପସନ୍ଦ କରୁନଥିଲେ ଓ ସଲମାନଙ୍କ ବ୍ୟବହାର ସେମାନଙ୍କୁ ପସନ୍ଦ ନଥିଲା।

୩. ସଲମାନଙ୍କ ମଦ ପିଇବା ଅଭ୍ୟାସ- ସଲମାନଙ୍କର ମଦ ପିଇବାର ବହୁତ ଖରାପ ଅଭ୍ୟାସ ରହିଛି। ସେ ବହୁତ ଅଧିକ ମଦ୍ୟପାନ କରୁଥିଲେ। ଏହା ସେମାନଙ୍କ ସମ୍ପର୍କ ଭାଂଗିବାର ମୁଖ୍ୟ କାରଣ ଥିଲା।

ଉଭୟଙ୍କ ବ୍ରେକ୍‌ଅପ ପରେ ଐଶ୍‌ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ହେଲେ ସଲମାନ ଏଯାଏଁ କୁଆଁରା ରହିଛନ୍ତି।

   Related Posts