ଏହି କାରଣ ଯୋଗୁଁ ସଲମାନ ଓ ଐଶ୍ବର୍ଯ୍ୟା ରାୟଙ୍କର ହୋଇଥିଲା ବ୍ରେକ୍ଅପ୍

Published By : Prameya-News7 Bureau | September 23, 2019 IST

wp:heading {"level":5}
ମୁମ୍ବାଇ୨୩|୯: ସଲମାନ ଓ ଐଶ୍ବର୍ଯ୍ୟାଙ୍କ ପ୍ରେମ କାହାଣୀ ବିଷୟରେସମଗ୍ର ଇଣ୍ଡଷ୍ଟ୍ରି ଜାଣିଥିଲା। ଉଭୟଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ଥିଲା। ହେଲେ ଉଭୟଙ୍କର କିଛି କାରଣ ଯୋଗୁଁ ଝଗଡା ହୋଇଥିଲା ଓ ସମ୍ପର୍କ ଭାଙ୍ଗିଥିଲା।ସଲମାନଙ୍କର ଅନେକ ନାୟିକାଙ୍କ ସହ ଆଫାୟାର ରହିଆସିଛି। କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ତାଙ୍କର ପ୍ରତ୍ୟେକ ଆଫାୟାର ଅଳ୍ପ ଦିନ ମଧ୍ୟରେ ଭାଂଗି ଯାଇଥାଏ ।ତେବେ ଐଶ୍ବର୍ଯ୍ୟା ସଲମାନଙ୍କ ସହ ଏହି ୩ଟି କାରଣ ଯୋଗୁଁ ବ୍ରେକ୍‌ଅପ କରିଥିଲେ ।
/wp:heading {"id":161386}

୧. ସଲମାନଙ୍କ ଆଗ୍ରେସିଭ ସ୍ବଭାବ- ସଲମାନଙ୍କର ଏହି ଗୁଣ ପାଇଁ ଐଶ୍‌ ଓ ତାଙ୍କ ମଧ୍ୟରେ ଅନେକ ଝଗଡା ହେଉଥିଲା। ସେ ରାଗିଲେ ଐଶ୍‌ଙ୍କୁ ଗାଳି କରୁଥିଲେ ଯେଉଁଥିପାଇଁ ସେ ଡରିଯାଉଥିଲେ।ଏଥିପାଇଁ ଉଭୟଙ୍କ ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇଥିଲା।

{"id":161387}

୨. ଐଶ୍ବର୍ଯ୍ୟାଙ୍କ ପରିବାର ଲୋକେ ସଲମାନଙ୍କୁ ପସନ୍ଦ କରୁନଥିଲେ-   ସଲମାନ ଓ ଐଶ୍‌ ରିଲେସନଶିପ୍‌ରେ ଥିଲା ବେଳେ ଐଶ୍‌ ଅଧିକାଂଶ ସମୟ ସଲମାନଙ୍କୁ ତାଙ୍କ ଘରକୁ ନେଇ ଯାଆନ୍ତି। ହେଲେ ତାଙ୍କ ମାଆ ବାପା ସଲମାନଙ୍କୁ ପସନ୍ଦ କରୁନଥିଲେ ଓ ସଲମାନଙ୍କ ବ୍ୟବହାର ସେମାନଙ୍କୁ ପସନ୍ଦ ନଥିଲା।

{"id":161388}

୩. ସଲମାନଙ୍କ ମଦ ପିଇବା ଅଭ୍ୟାସ- ସଲମାନଙ୍କର ମଦ ପିଇବାର ବହୁତ ଖରାପ ଅଭ୍ୟାସ ରହିଛି। ସେ ବହୁତ ଅଧିକ ମଦ୍ୟପାନ କରୁଥିଲେ। ଏହା ସେମାନଙ୍କ ସମ୍ପର୍କ ଭାଂଗିବାର ମୁଖ୍ୟ କାରଣ ଥିଲା।

{"id":161389}

ଉଭୟଙ୍କ ବ୍ରେକ୍‌ଅପ ପରେ ଐଶ୍‌ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ହେଲେ ସଲମାନ ଏଯାଏଁ କୁଆଁରା ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.