Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକ ବାଲିଯାତ୍ରାରେ ଖାଇବା ଦୋକାନରେ ଚଢାଉ, ପ୍ରାୟ ଅଢେଇ କ୍ବିଣ୍ଟାଲ ଖାଦ୍ୟ କରାଗଲା ନଷ୍ଟ

15/11/2019 at 6:44 PM

କଟକ ୧୫।୧୧: କଟକ ବାଲିଯାତ୍ରାରେ ଖାଇବା ଦେକାନ ଉପରେ ଆଜି ଚଢାଉ କରିଛି କଟକ ମହାନଗର ନିଗମ । ବାସି ଖାଦ୍ୟ ସାଙ୍ଗକୁ ବିଭିନ୍ନ ରଙ୍ଗ ମିଶାଇ ପ୍ରସ୍ତୁତ ହେଉଥିବା ବ୍ୟପାକ ଖାଦ୍ୟ ନଷ୍ଟ କରିଛି ମହାନଗର ନିଗମର ଫୁଡ ସେଫ୍ଟି ବିଭାଗ ।

ଆଜି ପ୍ରାୟ ଅଢେଇ କ୍ବିଣ୍ଟାଲ ଖାଦ୍ୟ ନଷ୍ଟ କରିବା ସହ ଚଢାଉ ମଧ୍ୟ ଜାରି ରଖିଛି । ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ୨ ଟି ଟିମ୍ କାର୍ଯ୍ୟ କରୁଥିବା କହିଛନ୍ତି ସିଟି ହେଲଥ ଅଫିସର ।

   Related Posts