କଟକ ବାଲିଯାତ୍ରାରେ ଖାଇବା ଦୋକାନରେ ଚଢାଉ, ପ୍ରାୟ ଅଢେଇ କ୍ବିଣ୍ଟାଲ ଖାଦ୍ୟ କରାଗଲା ନଷ୍ଟ

Published By : Prameya-News7 Bureau | November 15, 2019 IST

କଟକ ୧୫।୧୧: କଟକ ବାଲିଯାତ୍ରାରେ ଖାଇବା ଦେକାନ ଉପରେ ଆଜି ଚଢାଉ କରିଛି କଟକ ମହାନଗର ନିଗମ । ବାସି ଖାଦ୍ୟ ସାଙ୍ଗକୁ ବିଭିନ୍ନ ରଙ୍ଗ ମିଶାଇ ପ୍ରସ୍ତୁତ ହେଉଥିବା ବ୍ୟପାକ ଖାଦ୍ୟ ନଷ୍ଟ କରିଛି ମହାନଗର ନିଗମର ଫୁଡ ସେଫ୍ଟି ବିଭାଗ ।

{"id":184695,"sizeSlug":"large"}

ଆଜି ପ୍ରାୟ ଅଢେଇ କ୍ବିଣ୍ଟାଲ ଖାଦ୍ୟ ନଷ୍ଟ କରିବା ସହ ଚଢାଉ ମଧ୍ୟ ଜାରି ରଖିଛି । ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ୨ ଟି ଟିମ୍ କାର୍ଯ୍ୟ କରୁଥିବା କହିଛନ୍ତି ସିଟି ହେଲଥ ଅଫିସର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.