Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାସ୍ତା କଡରେ ଥିବା ଫାଷ୍ଟଫୁଡ୍ ଓ ରେଷ୍ଟୁରାଣ୍ଟ ଆଦିରେ ଚାଲିଛି ଖାଦ୍ୟର ମାନ ଯାଞ୍ଚ

8/11/2021 at 3:15 PM

ବାଲେଶ୍ବର ୮।୧୧: ରାସ୍ତା କଡରେ ଥିବା ଫାଷ୍ଟଫୁଡ୍, ରେଷ୍ଟୁରାଣ୍ଟ, ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରାଯାଇଛି । ବାଲେଶ୍ବର ସହରର ଏଡିଏମ ଛକରେ ଥିବା ଚାଟ୍, ଗୁପଚୁପ୍, ମୋମୋ ଆଦି ଦୋକାନରେ ଫୁଡ୍ ଟେଷ୍ଟ ଲାବ୍ ଅଧିକାରୀ ପହଞ୍ଚି ଖାଦ୍ୟର ମାନ ପରୀକ୍ଷା କରିଛନ୍ତି ।

ସେହିପରି ଫକୀର ମୋହନ ଗୋଲେଇ ଛକ, ଫାଣ୍ଡି ଛକରେ ଥିବା ବିଭିନ୍ନ ହୋଟେଲରେ ମଧ୍ୟ ଖାଦ୍ୟ ପରୀକ୍ଷା କରାଯାଇଛି । ଭୁବନେଶ୍ବରରୁ ଆସିଥିବା ଏହି ଫୁଡ୍ ଟେଷ୍ଟ ଲ୍ୟାବ୍ ଅଧିକାରୀ ବାଲେଶ୍ବରରେ ୪ ଦିନ ରହିବେ ବୋଲି ଏଡିଏମଓ କହିଛନ୍ତି ।

   Related Posts