ଆପଣ ଗର୍ଭବତୀ ଅଛନ୍ତି କି ? ତେବେ ଏହି ଉପାୟରେ ଜାଣନ୍ତୁ ଝିଅ ହେବ ନା ପୁଅ

Published By : Prameya-News7 Bureau | June 04, 2019 IST

ଗର୍ଭବତୀ ମହିଳାମାନେ ସବୁବେଳେ ଏହା ଭାବନ୍ତି ଯେ ତାଙ୍କ ଗର୍ଭରେ ଥିବା ଛୁଆ ପୁଅ ନା ଝିଅ। ଅଧିକାଂଶ ଥର ଏପରି ହୋଇଥାଏ ଯେ ଯେତେବେଳେ କୈାଣସି ମହିଳା ଗର୍ଭବତୀ ହୋଇଥାଆନ୍ତି ସେତେବେଳେ କେତେକ ଲୋକ ତାଙ୍କୁ ଛୁଆର ଲିଙ୍ଗ କହିଥାଆନ୍ତି। ଜନ୍ମ ପୂର୍ବରୁ ଭ୍ରୃଣର ଯାଞ୍ଚ ବେଆଇନ୍ ଅଟେ ତଥାପି କେତେକ ଲୋକ ଏପରି କରିଥାଆନ୍ତି। ଆଜି ଆମେ ଜାଣିବା କିଛି ଏପରି ଲକ୍ଷଣ ବିଷୟରେ ଯାହାଦ୍ବାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଘରେ ପୁଅ ଆସିବ ନା ଝିଅ।

{"id":119540,"width":591,"height":319}

୧.ସ୍ତନ ଆକାରରୁ : ଝିଅ କିମ୍ବା ପୁଅ ହେବା ଗର୍ଭଧାରଣ ସମୟରେ ଆପଣଙ୍କ ସ୍ତନର ଆକାର ଉପରେ ନିର୍ଭର କରିଥାଏ। ଯଦି ଆପଣଙ୍କ ବାମ ସ୍ତନ ଡାହାଣଠୁ ବଡ଼ ଥିବ ତେବେ ଆପଣଙ୍କ ଝିଅ ହେବ। ଯଦି ଆପଣଙ୍କ ଡାହାଣ ସ୍ତନ ବାମ ସ୍ତନଠୁ ବଡ଼ ଥିବ ତେବେ ଆପଣଙ୍କ ଝିଅ ହେବ।

{"id":119541,"width":594,"height":346}

୨.ଛାତିର ସ୍ପନ୍ଦନରୁ : ଛାତିର ସ୍ପନ୍ଦନକୁ ଯାଞ୍ଚ କରି ମଧ୍ୟ ଏହା ବିଷୟରେ ଜଣା ପଡ଼ିପାରିବ। ଯଦି ଆପଣଙ୍କ ହୃଦ ସ୍ପନ୍ଦନ ୧୪୦ଯାଏଁ ହେଉଥିବ ତେବେ ଆପଣଙ୍କ ଝିଅ ହେବ। କାରଣ ଯଦି ପୁଅ ପେଟରେ ରହିଥାଏ ତେବେ ହୃଦ ସ୍ପନ୍ଦନ ସାମାନ୍ୟ ହୋଇଥାଏ।

{"id":119542,"width":594,"height":418}

୩.ଖାଇବା ଇଚ୍ଛାରୁ : ଯଦି ଗର୍ଭବତୀ ମହିଳାଙ୍କୁ ଲୁଣିଆ ଜିନିଷ ଖାଇବାକୁ ଇଚ୍ଛା ହେଉଥିବ ତେବେ ତାଙ୍କ ପେଟରେ ପୁଅ ଥିବ। ଯଦି ମହିଳାଙ୍କୁ ମିଠା ଖାଇବାକୁ ଇଚ୍ଛା ହେଉଥିବ ତେବେ ତାଙ୍କ ପେଟରେ ଝିଅ ଥିବ।

{"id":119544,"width":596,"height":459}

୪. ବାପାଙ୍କଠୁ :ମହିଳାଙ୍କ ବ୍ୟତୀତ ପୁରୁଷଙ୍କ ମଧ୍ୟ କିଛି ଲକ୍ଷଣ ଏହି କଥାର ସଙ୍କେତ ଦେଇଥାଏ। ଯଦି ପୁରୁଷଙ୍କ ଓଜନ ବଢ଼ିଥାଏ ତେବେ ଏହା ଅର୍ଥ ଝିଅ ଜନ୍ମ ହେବ।

{"id":119545,"width":594,"height":323}

୫.ନାକ ଆକାରରୁ : ଗର୍ଭଧାରଣ ସମୟରେ ଯଦି ନାକର ଆକାର ବଢ଼ି ଯାଏ ତେବେ କୁହାଯାଏ ପେଟରେ ପୁଅ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.