Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ଆପଣ ଗର୍ଭବତୀ ଅଛନ୍ତି କି ? ତେବେ ଏହି ଉପାୟରେ ଜାଣନ୍ତୁ ଝିଅ ହେବ ନା ପୁଅ

4/06/2019 at 4:18 PM

ଗର୍ଭବତୀ ମହିଳାମାନେ ସବୁବେଳେ ଏହା ଭାବନ୍ତି ଯେ ତାଙ୍କ ଗର୍ଭରେ ଥିବା ଛୁଆ ପୁଅ ନା ଝିଅ। ଅଧିକାଂଶ ଥର ଏପରି ହୋଇଥାଏ ଯେ ଯେତେବେଳେ କୈାଣସି ମହିଳା ଗର୍ଭବତୀ ହୋଇଥାଆନ୍ତି ସେତେବେଳେ କେତେକ ଲୋକ ତାଙ୍କୁ ଛୁଆର ଲିଙ୍ଗ କହିଥାଆନ୍ତି। ଜନ୍ମ ପୂର୍ବରୁ ଭ୍ରୃଣର ଯାଞ୍ଚ ବେଆଇନ୍ ଅଟେ ତଥାପି କେତେକ ଲୋକ ଏପରି କରିଥାଆନ୍ତି। ଆଜି ଆମେ ଜାଣିବା କିଛି ଏପରି ଲକ୍ଷଣ ବିଷୟରେ ଯାହାଦ୍ବାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଘରେ ପୁଅ ଆସିବ ନା ଝିଅ।

୧.ସ୍ତନ ଆକାରରୁ : ଝିଅ କିମ୍ବା ପୁଅ ହେବା ଗର୍ଭଧାରଣ ସମୟରେ ଆପଣଙ୍କ ସ୍ତନର ଆକାର ଉପରେ ନିର୍ଭର କରିଥାଏ। ଯଦି ଆପଣଙ୍କ ବାମ ସ୍ତନ ଡାହାଣଠୁ ବଡ଼ ଥିବ ତେବେ ଆପଣଙ୍କ ଝିଅ ହେବ। ଯଦି ଆପଣଙ୍କ ଡାହାଣ ସ୍ତନ ବାମ ସ୍ତନଠୁ ବଡ଼ ଥିବ ତେବେ ଆପଣଙ୍କ ଝିଅ ହେବ।

୨.ଛାତିର ସ୍ପନ୍ଦନରୁ : ଛାତିର ସ୍ପନ୍ଦନକୁ ଯାଞ୍ଚ କରି ମଧ୍ୟ ଏହା ବିଷୟରେ ଜଣା ପଡ଼ିପାରିବ। ଯଦି ଆପଣଙ୍କ ହୃଦ ସ୍ପନ୍ଦନ ୧୪୦ଯାଏଁ ହେଉଥିବ ତେବେ ଆପଣଙ୍କ ଝିଅ ହେବ। କାରଣ ଯଦି ପୁଅ ପେଟରେ ରହିଥାଏ ତେବେ ହୃଦ ସ୍ପନ୍ଦନ ସାମାନ୍ୟ ହୋଇଥାଏ।

୩.ଖାଇବା ଇଚ୍ଛାରୁ : ଯଦି ଗର୍ଭବତୀ ମହିଳାଙ୍କୁ ଲୁଣିଆ ଜିନିଷ ଖାଇବାକୁ ଇଚ୍ଛା ହେଉଥିବ ତେବେ ତାଙ୍କ ପେଟରେ ପୁଅ ଥିବ। ଯଦି ମହିଳାଙ୍କୁ ମିଠା ଖାଇବାକୁ ଇଚ୍ଛା ହେଉଥିବ ତେବେ ତାଙ୍କ ପେଟରେ ଝିଅ ଥିବ।

୪. ବାପାଙ୍କଠୁ :ମହିଳାଙ୍କ ବ୍ୟତୀତ ପୁରୁଷଙ୍କ ମଧ୍ୟ କିଛି ଲକ୍ଷଣ ଏହି କଥାର ସଙ୍କେତ ଦେଇଥାଏ। ଯଦି ପୁରୁଷଙ୍କ ଓଜନ ବଢ଼ିଥାଏ ତେବେ ଏହା ଅର୍ଥ ଝିଅ ଜନ୍ମ ହେବ।

୫.ନାକ ଆକାରରୁ : ଗର୍ଭଧାରଣ ସମୟରେ ଯଦି ନାକର ଆକାର ବଢ଼ି ଯାଏ ତେବେ କୁହାଯାଏ ପେଟରେ ପୁଅ ରହିଛି।

   Related Posts