ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
  • ||

ଚିଟଫଣ୍ଡ ଠକେଇ ଅଭିଯୋଗରେ ଫ୍ଲୋରିସ ଇଣ୍ଡିଆ କମ୍ପାନୀର ମ୍ୟାନେଜର ଗିରଫ

5/10/2018 at 12:15 PM

ଅନୁଗୁଳ ୫/୧୦ : ଚିଟଫଣ୍ଡ ଠକେଇ ଅଭିଯୋଗରେ ଆଉ ଜଣେ ଗିରଫ | ପାଲଲହଡା ପୋଲିସ ପ୍ଲରିସ ଇଣ୍ଡିଆ ର ପାଲଲହଡା ଶାଖାର ମ୍ୟାନେଜରକୁ ଗିରଫ କରିଛି। ପାଲଲହଡା ପଵିତ୍ରପୁର ପଂଚାୟତର ବଡ଼ବାଗଦରି ଗାଁରୁ ଗିରଫ କରିଛି । ସେ ହେଲେ ପୁରୁଷୋତ୍ତମ ସାହୁ । ୨୦୧୩ ମସିହାରୁ ତାଙ୍କ ନାଁରେ ଚିଟ ଫଣ୍ଡ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ପାଖାପାଖି ୧ କୋଟି ଟଙ୍କା ପାଲଲହଡା ଅଂଚଳରୁ ସଂଗ୍ରହ କରିଥିଲେ । ଆଜି ପୋଲିସ ତାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

   Related Posts