Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ

15/01/2021 at 8:55 AM

ଟାଙ୍ଗୀ୧୫/୧: ଚିଲିକା ରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଏହି ସର୍ଭେ କରାଯାଉଛି ବୋଲି CDA ଚିଫ୍ ଶୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି। ଚିଲିକା ଉପରେ ରିସର୍ଚ୍ଚ କରୁଥିବା ଗବେଷକ ଓ ବୈଜ୍ଞାନିକମାନେ ସାମିଲ ହୋଇଛନ୍ତି।୧୮ ଟି ଗ୍ରୁପ କରାଯାଇଛି , ପ୍ରତି ଗ୍ରୁପରେ ୫/୬ ଜଣ ଏବଂ ପ୍ରାୟ ୧୦୦ ଜଣ  ଗବେଷକ ଓ ବୈଜ୍ଞାନିକ ଅଛନ୍ତି। ୧୮ ଟି ଡଙ୍ଗା ମଧ୍ୟ ନିୟୋଜିତ ହୋଇଛି।

GPS ଟ୍ରାକରେ ବାଇନକୁଲାର୍ ସାହାଯ୍ୟରେ ଏମାନେ ଚିଲିକାରେ ଥିବା ଛୋଟ-ଛୋଟ ଗ୍ଲୁମ ଘାସ , ଉଦ୍ଭିଦ , ଜଳଚର ପ୍ରାଣୀ , ବିଦେଶୀ ପକ୍ଷୀ ଏବଂ ଡଲଫିନ୍ ଇତ୍ୟାଦିର ଗଣନା ଓ ତତ୍-ସହିତ ସେ ସମ୍ପର୍କରେ ଗବେଷଣା କରାଯିବ।ଏହି ଗଣନା ଓ ସର୍ଭେ ସମୟରେ ଚିଲିକା ମଧ୍ୟରେ ମତ୍ସ୍ୟଜୀବିଙ୍କ ଡ଼ଙ୍ଗା ଓ ଯାତ୍ରୀବାହୀ ଡ଼ଙ୍ଗା ଚଳାଚଳ ବନ୍ଦ ରଖିବା ପାଇଁ CDA ପକ୍ଷରୁ ବିଭିନ୍ନ ଡ଼ଙ୍ଗା ଆସୋସିଏସନକୁ ଅନୁରୋଧ କରାଯାଇଛି।ସକାଳ ୬ ଘଟିକା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଏହି ସର୍ଭେ ଓ ଗଣନା କରାଯିବ ବୋଲି CDA ପକ୍ଷରୁ କୁହାଯାଇଛି

   Related Posts