Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବିପଦ ସଙ୍କେତ ତଳେ ବୈତରଣୀ , ଏବେବି ପାଣି ଘେରରେ ତଳିଆ ଅଞ୍ଚଳ

18/09/2021 at 2:31 PM

ଭଦ୍ରକ ୧୮।୦୯:  ବନ୍ୟା ସ୍ଥିତିରେ ଆସୁନାହିଁ ସୁଧାର । ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଂକେତ ତଳକୁ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ୧୭.୫୫ ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି । ଯଦିଓ ବନ୍ୟା ପାଣି ଧୀରେ ଧୀରେ ଖସୁଛି , କିନ୍ତୁ ତଳିଆ ଅଞ୍ଚଳ ପାଇଁ ଏବେ ମଧ୍ୟ ସମସ୍ୟା ବଢିଛି ।

ସେହିପରି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ତଳିଆ ଅଞ୍ଚଳକୁ ବନ୍ୟା ଜଳ ଧୀରେ ଧୀରେ କମୁଛି । ତେବେ କେତେକ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତିରେ ସୁଧାର ଆସି ନାହିଁ । ଧାମନଗର ବ୍ଲକର ବମକୁରା ପଞ୍ଚାୟତ , ବନ୍ଧସାହି ,ମଙ୍ଗଳା ବାଙ୍କ , ମଳିକ ସାହି , ଖଡୀମାହାରା , ଘାଟସାହି , ନୂଆପାଟଣା , ଦେଉଳଡିହ ତିହିଡି ବ୍ଲକ ର ଉପରଦୁମୁକା , କାଁପଡ଼ା , ବାଙ୍କସାହି , ବାଲିଘାଇ , ଈଶ୍ୱରପୁର ଆଦି ଗ୍ରାମରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ସୂଚନା ମିଳିଛି । ଏପିରିକି ହେକ୍ଟର ହେକ୍ଟର ଚାଷଜମି ବନ୍ୟା ଜଳରେ ବୁଡି ରହିଛି ।

   Related Posts