Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ରାସ୍ତା ଉପରେ ଚାଲୁଛି ୨ ଫୁଟର ବନ୍ୟାଜଳ, ଯାତାୟତ ବାଧାପ୍ରାପ୍ତ

8/09/2021 at 7:39 AM

ଆଠଗଡ଼ ୦୮।୦୯: ବିଭିନ୍ନ ଅଞ୍ଚଳରେ ପ୍ରବାହିତ ହେଉଛି ବନ୍ୟାଜଳ । କଟକ ଜିଲ୍ଲା ମହାକାଳବସ୍ତ ପଞ୍ଚାୟତର ଦହିସରା ଏବଂ ଚମ୍ପାପୁର ଢାଉରଙ୍ଗ ଗଡ଼ାରେ ପ୍ରବାହିତ ହେଉଛି ବନ୍ୟାଜଳ । ରାସ୍ତା ଉପରେ ୨ ଫୁଟ ପାଣି ଚାଲୁଛି । ଯାହାଫଳରେ ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ।

ଖବର ଅନୁଯାୟୀ, ରାଜ୍ୟ ରାଜପଥ ୬୫  ପୁରୁଣା କଟକ ସମ୍ବଲପୁର ରାସ୍ତାରେ ସପୁଆ ଓ କଣ୍ଟିଆ ନଦୀର ବନ୍ୟାଜଳ  ପ୍ରବାହିତ ହେଉଛି । ପୁରୁଣା କଟକ ସମ୍ବଲପୁରର ଏହି ରାସ୍ତାଟି କଟକ ଏବଂ ଭୁବନେଶ୍ୱରକୁ ସଂଯୋଗ କରୁଥିବା ବେଳେ ପଶ୍ଚିମ ଓଡିଶାକୁ ମଧ୍ୟ ସଂଯୋଗ  କରୁଛି । ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ଏହି ରାସ୍ତା ଉପରେ  ୨ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାଉଥିବାରେ ଦେଖିବାକୁ ମିଳିଛି ।

   Related Posts