ମୁଣ୍ଡଳୀରେ ବନ୍ୟା ଜଳ ପ୍ରବାହିତ, ହୀରାକୁଦ ଗେଟ୍ ଖୋଲିବା ପରେ ବନ୍ୟା ନେଇ ଆଶଙ୍କା
14/08/2019 at 1:32 PM

ଆଠଗଡ ୧୪|୮: ମୁଣ୍ଡଳୀରେ ବନ୍ୟା ଜଳ ପ୍ରବାହିତ। ହୀରାକୁଦ ଗେଟ୍ ଖୋଲିବା ପରେ ବନ୍ୟା ହେବା ନେଇ ଆଶଙ୍କା ଦେଖାଦେଇଛି । ଆଠଗଡ ତଗିରିଆ- ଖଣ୍ଡଖତା- ପାଞ୍ଚଗାଁ ରାସ୍ତାରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରାୟ ୫ କିଲୋମିଟର ରାସ୍ତାରେ ପ୍ରବାହିତ ହେଉଛି ଜଳ । ଯୋଗଯୋଗ ବିଚ୍ଛିନ ହୋଇଯାଇଛି ।
Related Posts
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021
ନିଆଁ ଲାଗି ଜଳିଗଲା ୬ବଖରା ଘର, ୨ଟି ଗୋରୁ ଜୀବନ୍ତ ଦଗ୍ଧ
26 January 2021