Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଣ୍ଡଳୀରେ ବନ୍ୟା ଜଳ ପ୍ରବାହିତ, ହୀରାକୁଦ ଗେଟ୍ ଖୋଲିବା ପରେ ବନ୍ୟା ନେଇ ଆଶଙ୍କା

ଆଠଗଡ ୧୪|୮:  ମୁଣ୍ଡଳୀରେ ବନ୍ୟା ଜଳ ପ୍ରବାହିତ। ହୀରାକୁଦ ଗେଟ୍ ଖୋଲିବା ପରେ ବନ୍ୟା ହେବା ନେଇ ଆଶଙ୍କା ଦେଖାଦେଇଛି । ଆଠଗଡ ତଗିରିଆ- ଖଣ୍ଡଖତା- ପାଞ୍ଚଗାଁ ରାସ୍ତାରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରାୟ ୫ କିଲୋମିଟର ରାସ୍ତାରେ ପ୍ରବାହିତ ହେଉଛି ଜଳ । ଯୋଗଯୋଗ ବିଚ୍ଛିନ ହୋଇଯାଇଛି ।

   Related Posts