ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ
14/08/2019 at 10:47 AM

ଆଠଗଡ ୧୪|୮: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ । ଫଳରେ ମା’ଙ୍କ ବିଗ୍ରହଙ୍କୁ ପାହାଡ ଉପରକୁ ନିଆଗଲା ।

ମନ୍ଦିର ମଧ୍ୟରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ମନ୍ଦିରର ଅର୍ଦ୍ଧାଧିକ ଅଂଶ ବୁଡିଯାଇଛି । ପାହାଡ ଉପରେ ଚାଲିଛି ବିଗ୍ରହଙ୍କ ପୂଜାର୍ଚ୍ଚନା ।
Related Posts
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021
ରାସ୍ତାରେ ଟ୍ରାକ୍ଟର ବୋଝେଇ ଧାନ ରଖି ଅବରୋଧ, ଯାତାୟତ ବାଧାପ୍ରାପ୍ତ
25 January 2021