Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ

ଆଠଗଡ ୧୪|୮: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ । ଫଳରେ ମା’ଙ୍କ ବିଗ୍ରହଙ୍କୁ ପାହାଡ ଉପରକୁ ନିଆଗଲା ।

ମନ୍ଦିର ମଧ୍ୟରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ମନ୍ଦିରର ଅର୍ଦ୍ଧାଧିକ ଅଂଶ ବୁଡିଯାଇଛି । ପାହାଡ ଉପରେ ଚାଲିଛି ବିଗ୍ରହଙ୍କ ପୂଜାର୍ଚ୍ଚନା ।

342 Views

   ସମ୍ବନ୍ଧିତ ଖବର