କେନ୍ଦୁଝର ୭/୯: ଲଗାଣ ବର୍ଷାରେ ବେହାଲ କେନ୍ଦୁଝର । ବିଶେଷ କରି ଘଷିପୁରା, ଶାଳପଡାରେ ଲୋକଙ୍କ ଘରେ ପାଣି ପାଣି ପଶିଛି । ଦମକଳବାହିନୀ ଲୋକଙ୍କୁ ଉଦ୍ଧାର କରିଛନ୍ତି । ବଳରାମପୁରଠାରେ ପାପୁଡିଆ ନାଳ ଉପରେ ୩ ଫୁଟ୍ର ପାଣି ପ୍ରବାହିତ ହେଉଥିବା ବେଳେ ଶୈଲଙ୍ଗ-ଦେଓଗାଁ ରାସ୍ତା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...