Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି

କଳାହାଣ୍ଡି  ୭/୯: ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ହାତୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ପାଣି ଘେରରେ  ଜୁନାଗଡ ବ୍ଲକର ୧୦ଟି ପଞ୍ଚାୟତର ଚାଷ ଜମି ।

ଆଟିଗାଁ, ତଲମଲା, ଚିଙ୍ଗଡିସର, ଭଆଁରୀଗୁଡା, ଚିଚୌଗୁଡା,ବଲଦିଆମାଲ ପରି ୧୦ଟି ନଦୀକୂଳିଆ ପଚାଂୟତ ର ଚାଷୀ ଜମିରେ ବନ୍ୟା ପାଣି ପ୍ରବାହିତ ହେଉଛି । ସେହିପରି ଜୁନାଗଡ- ଚିଚୌଗୁଡା ପିଡବ୍ଲୁଡି ରାସ୍ତା ଉପରେ ବନ୍ୟା ପାଣି ପ୍ରବାହ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି।

97 Views

   ସମ୍ବନ୍ଧିତ ଖବର