ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି

Published By : Prameya-News7 Bureau | September 07, 2019 IST

କଳାହାଣ୍ଡି  ୭/୯: ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ହାତୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ପାଣି ଘେରରେ  ଜୁନାଗଡ ବ୍ଲକର ୧୦ଟି ପଞ୍ଚାୟତର ଚାଷ ଜମି ।

{"id":154131}

ଆଟିଗାଁ, ତଲମଲା, ଚିଙ୍ଗଡିସର, ଭଆଁରୀଗୁଡା, ଚିଚୌଗୁଡା,ବଲଦିଆମାଲ ପରି ୧୦ଟି ନଦୀକୂଳିଆ ପଚାଂୟତ ର ଚାଷୀ ଜମିରେ ବନ୍ୟା ପାଣି ପ୍ରବାହିତ ହେଉଛି । ସେହିପରି ଜୁନାଗଡ- ଚିଚୌଗୁଡା ପିଡବ୍ଲୁଡି ରାସ୍ତା ଉପରେ ବନ୍ୟା ପାଣି ପ୍ରବାହ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି।

{"id":154132}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.