ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ

Published By : Prameya-News7 Bureau | August 14, 2019 IST

ତରଭା ୧୪|୮:  ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି । ତେଲନଦୀ, ସୁକତେଲ, ନିବୃତି ଓ ଅଙ୍ଗାରରେ ଜଳସ୍ତର କମିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି ।

{"id":144226}

ତରଭା ବ୍ଲକର ଚାରଭଟା, ବ୍ରାହ୍ମଣୀ, ମେଣ୍ଡା, ରାଣୀସର୍ଦ୍ଦା ପୁଆ ପଞ୍ଚାୟତର ବିଭିନ୍ନ ଗାଁ ପାଣି ଘେରରେ ରହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ଅଙ୍ଗାର ବ୍ରିଜର ଆପ୍ରୋଚ ରାସ୍ତା ଭାଙ୍ଗି ୧୫୦ ଫୁଟର ଘାଇ ସୃଷ୍ଟି ହୋଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.