Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ରାୟଗଡାରେ ବନ୍ୟା ପରିସ୍ଥିତି ; ୨୦ ଗାଁ ବାହ୍ୟ ଜଗତରୁ ବିଛିନ୍ନ

15/07/2018 at 9:44 AM

ଲଗାଣ ବର୍ଷାରେ ରାୟଗଡାରେ ବନ୍ୟା ସ୍ଥିତି ଉପୁଜିଛି | କଲ୍ୟାଣୀ ଓ ନାଗବଳୀ ନଦୀର ଜଳସ୍ଥର ବୃଦ୍ଧି ପାଇଛି | ମୁଷାନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି | ପ୍ରବଳ ବର୍ଷା ଯୋଗୁଁ ପୋଲ ଧୋଇ ହେଇଯାଇଛି | ଫଳରେ ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି |

   Related Posts