ରାୟଗଡାରେ ବନ୍ୟା ପରିସ୍ଥିତି ; ୨୦ ଗାଁ ବାହ୍ୟ ଜଗତରୁ ବିଛିନ୍ନ

Published By : Prameya-News7 Bureau | July 15, 2018 IST

ଲଗାଣ ବର୍ଷାରେ ରାୟଗଡାରେ ବନ୍ୟା ସ୍ଥିତି ଉପୁଜିଛି | କଲ୍ୟାଣୀ ଓ ନାଗବଳୀ ନଦୀର ଜଳସ୍ଥର ବୃଦ୍ଧି ପାଇଛି | ମୁଷାନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି | ପ୍ରବଳ ବର୍ଷା ଯୋଗୁଁ ପୋଲ ଧୋଇ ହେଇଯାଇଛି | ଫଳରେ ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.