ପ୍ରବଳ ବର୍ଷାରୁ ରାଜ୍ୟରେ ବନ୍ୟା ଆଶଙ୍କା
17/07/2018 at 9:56 AM

୨୭ ଜିଲ୍ଲାରେ ପ୍ରବଳ ବର୍ଷିଛି ବର୍ଷା। ସୁନ୍ଦରଗଡ଼, ଦେବଗଡ଼ ଏବଂ ଗଜପତିରେ ବର୍ଷା ବେସି ହୋଇ ନାହିଁ.. ଅଧିକ ବର୍ଷାରୁ ରାଜ୍ୟରେ ଅଧିକ ବର୍ଷାର ସମ୍ଭାବ୍ୟ ବନ୍ୟାର ଆସଙ୍କା ରହିଛି। ରାଜସ୍ଵ ମନ୍ତ୍ରୀ ମହେଶ୍ଵର ମହାନ୍ତି ଏଇ ସୂଚନା ଦେଇଛନ୍ତି। ବର୍ଷା ପରେ ସାରା ରାଜ୍ୟର ସ୍ଥିତି ଏବେ ବେହାଲ ।ବିଭିନ୍ନ ନଦିରେ ଜଳ ସ୍ତର ବୃଦ୍ଧି ପାଇଛି ।
Related Posts
ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ
20 January 2021