Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ପ୍ରବଳ ବର୍ଷାରୁ ରାଜ୍ୟରେ ବନ୍ୟା ଆଶଙ୍କା

17/07/2018 at 9:56 AM

୨୭ ଜିଲ୍ଲାରେ ପ୍ରବଳ ବର୍ଷିଛି ବର୍ଷା। ସୁନ୍ଦରଗଡ଼, ଦେବଗଡ଼ ଏବଂ ଗଜପତିରେ ବର୍ଷା ବେସି ହୋଇ ନାହିଁ.. ଅଧିକ ବର୍ଷାରୁ ରାଜ୍ୟରେ ଅଧିକ ବର୍ଷାର ସମ୍ଭାବ୍ୟ ବନ୍ୟାର ଆସଙ୍କା ରହିଛି। ରାଜସ୍ଵ ମନ୍ତ୍ରୀ ମହେଶ୍ଵର ମହାନ୍ତି ଏଇ ସୂଚନା ଦେଇଛନ୍ତି। ବର୍ଷା ପରେ ସାରା ରାଜ୍ୟର ସ୍ଥିତି ଏବେ ବେହାଲ ।ବିଭିନ୍ନ ନଦିରେ ଜଳ ସ୍ତର ବୃଦ୍ଧି ପାଇଛି ।

   Related Posts