Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ; ୫୦ରୁ ଅଧିକ ଗାଁ ଜଳବନ୍ଦୀ

12/10/2018 at 1:43 PM

ଜଗତସିଂହପୁର ୧୨|୧୦: ଲଗାଣ ବର୍ଷା ଯୋଗୁ ଜଗତସିଂହପୁରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।  ଜିଲ୍ଲାର ଏରସମା ବ୍ଳକ୍ ସୁଆକୁଣ୍ଡ, ସାଇଲୋ, ଭଜାଖିଆ, ଗୋଡା ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । ସେହିପରି ବିରିଡି ବ୍ଲକର ମଙ୍ଗୁଲି ପଂଚାୟତ ପାଣି ଘେରରେ ରହିଛି । ସେହିପରି ବାଲିକୁଦା, ଏରସମା ତିର୍ତୋଲ, ନାଉଗାଁ ଆଦି ବ୍ଲକର ୫୦ରୁ ଅଧିକ ଗାଁରେ ବନ୍ୟା ପରିସ୍ଥିତି ଦେଖାଦେଇଛି । 

   Related Posts