ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ; ୫୦ରୁ ଅଧିକ ଗାଁ ଜଳବନ୍ଦୀ

Published By : Prameya-News7 Bureau | October 12, 2018 IST

ଜଗତସିଂହପୁର ୧୨|୧୦: ଲଗାଣ ବର୍ଷା ଯୋଗୁ ଜଗତସିଂହପୁରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।  ଜିଲ୍ଲାର ଏରସମା ବ୍ଳକ୍ ସୁଆକୁଣ୍ଡ, ସାଇଲୋ, ଭଜାଖିଆ, ଗୋଡା ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । ସେହିପରି ବିରିଡି ବ୍ଲକର ମଙ୍ଗୁଲି ପଂଚାୟତ ପାଣି ଘେରରେ ରହିଛି । ସେହିପରି ବାଲିକୁଦା, ଏରସମା ତିର୍ତୋଲ, ନାଉଗାଁ ଆଦି ବ୍ଲକର ୫୦ରୁ ଅଧିକ ଗାଁରେ ବନ୍ୟା ପରିସ୍ଥିତି ଦେଖାଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.