Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||

ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ପଶିଛି ବୈତରଣୀ ବନ୍ୟା ପାଣି

8/09/2018 at 11:38 AM

ଭଦ୍ରକ ୮|୯: ବୈତରଣୀ ବନ୍ୟା ପାଣି ଚାନ୍ଦବାଲି ବ୍ଳକର ବିଭିନ୍ନ ଅଞ୍ଚଳରେ ପଶିଛି । ଆରଡ଼ି , ଓଳଗ, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତର ପ୍ରବାହିତ ହୋଇ ୨୪ଗଁ।କୁ ପଶିଛି । ସୁନ୍ଦରପୁର ପଞ୍ଚାୟତର ବୋଡ଼କ ଓ ସାଠିବାଙ୍କୁଡ଼। ଗଁ। ବାହ୍ୟଜଗତର ବିଛିନ୍ନ ହୋଇଯାଇଛି । ଭଦ୍ରକ- ଆରଡ଼ି ମୁଖ୍ୟ ରାସ୍ତା ଉପରେ ୨ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ତଳିଆ ଗଁ। ମାନଙ୍କରେ ଏବେ ଛନକା ପଶିଛି । ଏବେ ଭଦ୍ରକ – ଆରଡ଼ି ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଠପ ହୋଇଯାଇଛି । ଚାନ୍ଦବାଲି ବ୍ଳକର ବନ୍ୟା ବିପନ୍ନ ଗଁ। ମାନଙ୍କରେ ପ୍ରଶାସନିକ ଅଧତ୍କାରୀ ମାନେ ପହଞ୍ଚ ପାରି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

   Related Posts