ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ପଶିଛି ବୈତରଣୀ ବନ୍ୟା ପାଣି

Published By : Prameya-News7 Bureau | September 08, 2018 IST

ଭଦ୍ରକ ୮|୯: ବୈତରଣୀ ବନ୍ୟା ପାଣି ଚାନ୍ଦବାଲି ବ୍ଳକର ବିଭିନ୍ନ ଅଞ୍ଚଳରେ ପଶିଛି । ଆରଡ଼ି , ଓଳଗ, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତର ପ୍ରବାହିତ ହୋଇ ୨୪ଗଁ।କୁ ପଶିଛି । ସୁନ୍ଦରପୁର ପଞ୍ଚାୟତର ବୋଡ଼କ ଓ ସାଠିବାଙ୍କୁଡ଼। ଗଁ। ବାହ୍ୟଜଗତର ବିଛିନ୍ନ ହୋଇଯାଇଛି । ଭଦ୍ରକ- ଆରଡ଼ି ମୁଖ୍ୟ ରାସ୍ତା ଉପରେ ୨ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ତଳିଆ ଗଁ। ମାନଙ୍କରେ ଏବେ ଛନକା ପଶିଛି । ଏବେ ଭଦ୍ରକ - ଆରଡ଼ି ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଠପ ହୋଇଯାଇଛି । ଚାନ୍ଦବାଲି ବ୍ଳକର ବନ୍ୟା ବିପନ୍ନ ଗଁ। ମାନଙ୍କରେ ପ୍ରଶାସନିକ ଅଧତ୍କାରୀ ମାନେ ପହଞ୍ଚ ପାରି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.