ରାଜଧାନୀରେ ବନ୍ୟା ସ୍ଥିତି ; ସ୍କୁଲ, କଲେଜ ବନ୍ଦ

Published By : Prameya-News7 Bureau | July 21, 2018 IST

ବର୍ଷା ପାଣିରେ ଉବୁଟୁବୁ ଭୁବନେଶ୍ୱର ଜୟଦେବ ବିହାର | ଲୋକଙ୍କ ଘରେ ଜମା ହେଇଚି ଅଂଟାଏ ଉଚ୍ଚର ପାଣି | ୧୬ ରୁ ୧୭ ଜଣ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରିଛି ଓଡ୍ରାଫ ଟିମ | ଏମାନେ ପାଣି ସୁଅରେ ଫସିଯାଇଥିଲେ | ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଉଦ୍ଧାର କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.