Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ରାଜଧାନୀରେ ବନ୍ୟା ସ୍ଥିତି ; ସ୍କୁଲ, କଲେଜ ବନ୍ଦ

21/07/2018 at 7:18 AM

ବର୍ଷା ପାଣିରେ ଉବୁଟୁବୁ ଭୁବନେଶ୍ୱର ଜୟଦେବ ବିହାର | ଲୋକଙ୍କ ଘରେ ଜମା ହେଇଚି ଅଂଟାଏ ଉଚ୍ଚର ପାଣି | ୧୬ ରୁ ୧୭ ଜଣ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରିଛି ଓଡ୍ରାଫ ଟିମ | ଏମାନେ ପାଣି ସୁଅରେ ଫସିଯାଇଥିଲେ | ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଉଦ୍ଧାର କରୁଛନ୍ତି |

   Related Posts