Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଭଣ୍ଡାରିପୋଖରୀ ଅଂଚଳରେ ବନ୍ୟା ପରିସ୍ଥିତି ; ସରତା ପୋଲ ଉପରେ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ

8/09/2018 at 12:52 PM

ଭଦ୍ରକ ୮|୯: ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ର ରହଣିଆ , ନପଙ୍ଗ, ମାଳଦା, ରଣଜିତ, ବାଲିପୋଖରୀ, ନେରଡା, କୁରିଗାଁ ପଞ୍ଚୟତର କିଛି ଅଂଚଳ ଜଳମଗ୍ନ ହୋଇଛି। ଭଣ୍ଡାରୀପୋଖରୀ ଯାଜପୁର ରାସ୍ତା ର ସରତା ପୋଲ ଉପରେ ୪ ଫୁଟ ଉଚ୍ଚ ର ବନ୍ୟା ପାଣି ପ୍ରବାହିତ ହେଉଛି । ଅନ୍ୟପଟେ ବୈତରଣୀ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ରେ ବିପଦ ସଂକେତ ୧୭.୮୩ ଥିବାବେଳେ ବର୍ତ୍ତମାନ ୧୮.୪୭ରେ ବନ୍ୟାଜଳ ପ୍ରବାହିତ ହେଉଛି। ଭଣ୍ଡାରୀପୋଖରୀ ବ୍ଲକର ପ୍ରାୟ ୬ ଟି ପଂଚାୟତ ର ହଜାର ଏକରରୁ ଅଧିକ ଚାଷ ଜମି ପାଣିରେ ବୁଡି ରହିଛି ।

   Related Posts