ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
  • ||
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

ଟଳିନି ବିପଦ, ୪ଟି ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦେଶ : Bigstory Followup

8/09/2018 at 2:02 PM

ଭଦ୍ରକ ୮/୯ : କମୁଛି ବୈତରଣୀର ଜଳସ୍ତର । ତଥାପି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ଭଦ୍ରକ ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳସ୍ତର ବିପଦ ସଂକେତ ୧୮.୪୪ ମିଟରର ଉପରେ ପ୍ରବାହିତ ହେଉଛି । ପୂର୍ବରୁ ୧୮.୪୪ ମିଟର ଥିଲା । ଧାମନଗର ବ୍ଲକ ଗୁହାଳପାଳ, ଇଟ୍ଟାପାଳ, କଟସାହି, କାଶିମପୁର, ଲୁଣିଆ ଅଞ୍ଚଳର କିଛି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ଚାଷ ଜମିରେ ପାଣି ମାଡିଯାଇଛି । ବନ୍ୟା ଯୋଗୁଁ ସେହି ଅଞ୍ଚଳର ସବୁ ସ୍କୁଲ କଲେଜ ବନ୍ଦ ରହିଛି । ସେହିପରି ସାଳନ୍ଦି ଓ ନାଳିଆ ନଦୀର ପାଣି ବଢିବାରେ ଲାଗିଛି । ଧାମନଗର ବ୍ଲକ ଲୁଣିଆ, ଖପରପଦା, ବିଲଣା ଆଦି ଅଞ୍ଚଳରେ ପାଣି ଘେରରେ ଅଛନ୍ତି ଲୋକେ । ଏହା ସହ ଶହ ଶହ ଏକର ଚାଷ ଜମିରେ ପାଣିରେ ବୁଡି ରହିଛି । ସେହିପରି ସରତା ପୋଲ ଉପରେ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାଖାପାଖି ପ୍ରାୟ ୩୨ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

   Related Posts