Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

କଳାହାଣ୍ଡି ଜିଲ୍ଲାରେ ବର୍ଷ। ବିତ୍ପାତ ; ପାଣିଘେରରେ ଅନେକ ଗାଁ

16/08/2018 at 6:26 AM

କଳାହାଣ୍ଡି ୧୬/୮ : କଳାହାଣ୍ଡି ଜିଲ୍ଲାରେ ବର୍ଷ। ବିତ୍ପାତ । ୬ ନମ୍ବର ରାଜ୍ୟ ରାଜପଥ ସିକେରକୁପା ଠାରେ ବ୍ରିଜ ପାର୍ଶ୍ବ ରାସ୍ତା ସଂପୂର୍ଣ୍ଣ ଧୋଇଯାଇଛି । ମଙ୍ଗଳବାର ରାତିରୁ ରାସ୍ତା ଧୋଇ ଯାଇଥିବାରୁ କଳାହାଣ୍ଡି-ରାୟଗଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ରେଳ ସେବା ବସ ସେବା ବ୍ୟାହତ ହୋଇଛି । ହାତୀ ନଦୀ ସମେତ ଅନ୍ୟାନ୍ୟ ନଦୀର ଜଳସ୍ତର କମିଯିବାରୁ ପାଣି ଘେରରେ ରହିଥିବା ଗାଁରୁ ପାଣି ନିଷ୍କାସନ କରାଯାଇଛି । ତେବେ ଏବେବି ଅନେକ ଗାଁ ପାଣିଘେରରେ ରହିଛି । ଘର ଭାଙ୍ଗିଯାଇଥିବାବେଳେ ଚାଷ ଜମି ନଷ୍ଟ ହୋଇଯାଇଛି । ପାଖାପାଖି ୫୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ପାଣି ଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଥିଲେ ବି ଏଯାଏ ଅନେକ ସ୍ଥାନରେ ପ୍ରଶାସନ ପହଞ୍ଚିନଥିବା ବେଳେ ସ୍ଥାନୀୟ ଲୋକେ ସହାୟତାର ହାତ ବଢାଇଛନ୍ତି ।

   Related Posts