Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଫୁଲୁଛି ସାଲକୀ ନଦୀ, ଫୁଲବାଣୀ ସହରର ଅନେକ ଅଞ୍ଚଳ ବିଛିନ୍ନ

13/09/2021 at 11:21 AM

କନ୍ଧମାଳ, ୧୩।୦୯ : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅବପାତର ରୂପ ନେବା ପରେ ରାଜ୍ୟରେ ଅତିପ୍ରବଳ ବର୍ଷା ଜାରି ରହିଛି । ରବିବାରଠୁ ଜାରି ବର୍ଷା ପ୍ରଭାବରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ମଧ୍ୟ ବିଭିନ୍ନ ନଦୀ ଫୁଲୁଥିବା ଦେଖିବାକୁ ମିଳିଛି ।

୨୪ ଘଣ୍ଟା ହେଲା କନ୍ଧମାଳରେ ଲଗାଣ ବର୍ଷା ପାଇଁ ସ୍ଥିତି ବେହାଲ ହୋଇ ପଡିଛି । ଫଳରେ ସାଲକୀ ନଦୀରେ ବନ୍ୟା ଜଳ ଆସିଛି । ଫୁଲବାଣୀ ସହରର ଦାମିଙ୍ଗା, ଡ଼ାକପାଲ, ଆଦି ଗ୍ରାମ ବିଛିନ୍ନ ହୋଇଯାଇଛି  ।

ଏହାସହ ଖଣ୍ଡିସାହୀ ନଦୀ ସ୍ଥିତ ଡ଼୍ୟାମ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି । ଏବେସୁଦ୍ଧା  କ୍ଷୟକ୍ଷତିର ସୁଚନା ମିଳିପାରି ନାହିଁ ।

   Related Posts