Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଆସାମରେ ପ୍ରବଳ ବର୍ଷା, ଭାସିଗଲାNH-12

25/05/2020 at 8:26 PM

ଗୌହାଟୀ ୨୫।୫: ଆସାମରେ ବିତ୍ପାତରଚିଛି ବର୍ଷା। ମେଘାଳୟରୁ ବନ୍ୟାପାଣି ଆସି ଗୋଆଲପାଡାଠାରେ ଜାତୀୟ ରାଜମାର୍ଗ ୧୨କୁ ଭସାଇ ନେଇଛି। ରାସ୍ତା ସହ ପୋଲ ଭାସିଯାଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ଏନଡିଆରଏଫ ପହଞ୍ଚି ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ ହାତକୁ ନେଇଛନ୍ତି।

ରାଜ୍ୟରେ ଭୀଷଣ ବର୍ଷା ଯୋଗୁ ବ୍ରହ୍ମପୁତ୍ରରେ ବନ୍ୟା ଆସିଛି। ପ୍ରତି ମିନିଟ୍ ୨ ସେଣ୍ଟିମିଟର ହାରରେ ବ୍ରହ୍ମପୁତ୍ରର ଜଳସ୍ତର ବଢୁଥିବା ସେଣ୍ଟ୍ରାଲ ୱାଟର କମିଶନ ଅଧିକାରୀ ଶରତ ଚନ୍ଦ୍ର କଲିତା କହିଛନ୍ତି। ଜଳସ୍ତର ଉପରେ ନଜର ରଖାଯାଇଥିବା ବେଳେ ନିମ୍ନାଞ୍ଚଳରେ ବନ୍ୟା ଭୟ ଘନେଇବାରେ ଲାଗିଛି। ଗତ ୧୬ ତାରିଖରୁ ରାଜ୍ୟରେ ବର୍ଷା ଲାଗି ରହିଛି। ଫଳରେ ପାହଡି ଝରଣା ଫିଟିଯାଇଥିବା ବେଳେ ବନ୍ୟା ଭଳି ପରିସ୍ଥିତି ଉପୁଜିଥିବା କଲିତା କହିଛନ୍ତି।

   Related Posts