Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜଳକା ନଦୀରେ ବନ୍ୟା, ବିପଦ ସଙ୍କେତ ଉପରେ ଜଳସ୍ତର

19/10/2021 at 9:16 AM

ଜଳେଶ୍ୱର,୧୯/୧୦: ଜଳକା ନଦୀରେ ବନ୍ୟା ।  ଜଳେଶ୍ବର ଦେଇ ପ୍ରବାହିତ ଜଳକା ନଦୀରେ ପୁଣି ବନ୍ୟା ଆସିଛି । ଯାହାକୁ ନେଇ ତଳିଆ ଓ ଚାଷୀକୂଳ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସୂଚନାନୁସାରେ,  ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପାଇଁ ରାଜ୍ୟରେ ବର୍ଷା ଲାଗି ରହିଛି । ଜଳେଶ୍ୱରରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଯାହାର ପ୍ରଭାବରେ ଅନେକ ନଦୀର ଜଳସ୍ତର ଫୁଲିବାରେ ଲାଗିଛି । ସେହିପରି ଜଳକା ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ବସ୍ତା ମଥାନୀ ଠାରେ ଜଳକା ନଦୀର ବିପଦ ସଂକେତ ୫.୫୦  ମିଟର ରହିଛି । ତେବେ ଜଳସ୍ତର ବର୍ଷା କାରଣରୁ  ମଙ୍ଗଳବାର ସକାଳ ୬ଟା ସୁଧା ୬.୩୦ ମିଟର ଉପରେ ପ୍ରବାହିତ ହେଉଛି । ଧିରେଧିରେ ତଳିଆ ଅଞ୍ଚଳର ଜଳମଗ୍ନ ହେବାରେ ଲାଗିଛି ।ଚାଷୀକୂଳ ଓ ଅଞ୍ଚଳବାସୀ ସମ୍ଭାବ୍ୟ ବଡ ବନ୍ୟାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ।

   Related Posts