Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫୁଲୁଛି ବଂଶଧାରା, ବନ୍ୟା ଆଶଙ୍କା

ଗୁଣୁପୁର – ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା । ଗୁଣୁପୁର ନିକଟରେ ବିପଦସଙ୍କେତ ୮୩ ମିଟର ଥିବାବେଳେ ଏହା ୮୩.୧୨ ମିଟରରେ ପ୍ରବାହିତ ହେଉଛି ।  ବଡନାଳ ଡ୍ୟାମରୁ ପ୍ରତି ସେକେଣ୍ଡରେ୧୬୦ କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସିତ  ହେଉଥିବା ବେଳେ ହରଭଙ୍ଗା ଡ୍ୟାମରୁ ପ୍ରତିସେକେଣ୍ଡରେ  ୧୬୮ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି ।  ଏହାର ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।

102 Views

   ସମ୍ବନ୍ଧିତ ଖବର