ଫୁଲୁଛି ବଂଶଧାରା, ବନ୍ୟା ଆଶଙ୍କା

Published By : Prameya-News7 Bureau | September 07, 2019 IST

ଗୁଣୁପୁର – ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା । ଗୁଣୁପୁର ନିକଟରେ ବିପଦସଙ୍କେତ ୮୩ ମିଟର ଥିବାବେଳେ ଏହା ୮୩.୧୨ ମିଟରରେ ପ୍ରବାହିତ ହେଉଛି ।  ବଡନାଳ ଡ୍ୟାମରୁ ପ୍ରତି ସେକେଣ୍ଡରେ୧୬୦ କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସିତ  ହେଉଥିବା ବେଳେ ହରଭଙ୍ଗା ଡ୍ୟାମରୁ ପ୍ରତିସେକେଣ୍ଡରେ  ୧୬୮ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି ।  ଏହାର ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.