Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବାଲୁଘାଟରେ ପଶିଲା ବର୍ଷା ପାଣି, ୪୦ରୁ ଅଧିକ ଘର ଏବେ ଜଳବନ୍ଦୀ

16/09/2021 at 9:15 AM

ରାଉରକେଲା ୧୬।୦୯: ରାଉରକେଲା  ବାଲୁଘାଟରେ ପଶିଲା ବର୍ଷା ପାଣି । ଉପରମୁଣ୍ଡ ଛତିଶଗଡ଼ ସହ  ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ  ଶଙ୍ଖ ନଦୀ ସହ କୋଏଲ ନଦୀରେ ଜଳ ସ୍ତର ବଢି ଫୁଲିଛି ବ୍ରାହ୍ମଣୀ।  ଅନେକ ପରିବାର ଏବେ ଜଳବନ୍ଦୀ ।

ଖବର ଅନୁଯାୟୀ, ଗତ କାଲି ବିଳମ୍ବିତ ରାତିରେ ବାଲୁଘାଟ ବସ୍ତିରେ ପଶିଛି ବ୍ରାହ୍ମଣୀ ପାଣି । ୪୦ ରୁ ଅଧିକ ଘର ଏବେ ଜଳବନ୍ଦୀ । ନଦୀ କୁଳିଆ ଅଂଚଳ ହୋଇଥିବାରୁ ପ୍ରତ୍ୟକ ବର୍ଷ ନଦୀ ର ଜଳ ସ୍ଥର ବୃଦ୍ଧି ପାଇଲେ ଲୋକମାନେ ଏଠାରେ ଜଳବନ୍ଦୀ ର ସମସ୍ୟା ଭୋଗୁଛନ୍ତି। ରାଉରକେଲା ମହାନଗର ନିଗମ କର୍ମଚାରୀ ପହଁଞ୍ଚି ନଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ପହଞ୍ଚି ଜକବନ୍ଦୀ ରେ ଥିବା ଲୋକ ମାନଙ୍କୁ କିଭଳି ସ୍ଥାନାନ୍ତର କରାଯିବା ପକ୍ରିୟା ଆରମ୍ଭ ହୋଇଛି । ଅନ୍ୟ ପଟେ ଜଳ  ନିଷ୍କାସନ କରିବା ପାଇଁ ତରକେରା ଡ୍ୟାମ୍‌ରେ ୮ଟି  ଗେଟ୍ ଖୋଲାଯାଇଛି ।

   Related Posts