ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | April 16, 2018 IST

ଜଳେଶ୍ୱର ବ୍ଲକ ମାକିଡିଆ ଜଗନ୍ନାଥ ମନ୍ଦିର ପାଖ ସୁବର୍ଣ୍ଣରେଖା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ଆଜି ସକାଳୁ ସ୍ଥାନୀୟ ଲୋକେ ନଦୀରେ ଏକ ମୃତ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ରାଇବଣିଆ ଥାନା ଅଧିକାରୀ ଶବ ଜବତ କରି ଚିହ୍ନଟ କରିଛନ୍ତି ମୃତକ କାଳିଆ ମିଶ୍ର ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.