ଅଫିସରେ ଦିନସାରା ଅକ୍ଳାନ୍ତ ପରିଶ୍ରମ ଏବଂ କାମର ଚାପ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଚାକିରୀଆ ବ୍ୟକ୍ତିଙ୍କଠାରେ ସବୁଠୁ ଅଧିକ ଚାପଗ୍ରସ୍ତ ଥବିା ଦେଖାଯାଇଛି। ଲୋକଙ୍କୁ ମାନସିକ ଚାପରୁ ବାହାର କରିବା ପାଇଁ ଏବେ ବୈଜ୍ଞାନିକମାନେ ଏକ ଏପରି ଉପାୟ ଖୋଜି ବାହାର କରିଛନ୍ତି ଯାହା ଦ୍ବାରା କେବଳ ଯେ ତାଙ୍କ ମାନସିକ ଚାପ ଦୂର ହେବ,ବରଂ ସେ ଅଫିସର ମାହୋଲକୁ ମଧ୍ୟ ଏଞ୍ଜୟ କରିବେ।
{"id":205416,"sizeSlug":"large"}ଅଫିସରେ ଫ୍ଲର୍ଟ ଲୋକଙ୍କୁ ଫିଜିକାଲି ଆକ୍ଟିଭ ଏବଂ ସୋସିଆଲ କନେକ୍ଟେଡ କରିଥାଏ ଯାହା ଦ୍ବାରା ତାଙ୍କ ମାନସିକ ଚାପ କମିଥାଏ।
{"id":205417,"sizeSlug":"large"}ଯଦି ମର୍ଯ୍ୟାଦାକୁ ଧ୍ୟାନରେ ରଖି ଫ୍ଲର୍ଟ କରାଯାଏ ତେବେ ଏହା ଆପଣଙ୍କ ମାନସକି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।
{"id":205418,"sizeSlug":"large"}ଅଫିସରେ ସହକର୍ମୀଙ୍କ ସହ ଫ୍ରେଣ୍ଡଲି ଫ୍ଲର୍ଟ କରୁଥିବା ଲୋକଙ୍କଠାରେ ମାନସିକ ଚାପ ହୋଇନଥାଏ।
{"id":205419,"sizeSlug":"large"}ରିସର୍ଚରୁ ଜଣାପଡ଼ିଛି ଯେ ଅଫିସରେ ଲୋକେ କେବଳ ରୋମାଣ୍ଟିକ୍ ଇଣ୍ଟେଷ୍ଟ ପାଇଁ ଫ୍ଲର୍ଟ କରିନଥାଆନ୍ତି। ଅଫିସରେ ଫ୍ଲର୍ଟ କରୁଥିବା ଲୋକେ ସେକ୍ସୁଆଲ୍ ବିହେଭିୟର ମାମଲାରେ ଅଧିକ ନ୍ୟୁଟ୍ରାଲ୍ ଥାଆନ୍ତି।
{"id":205420,"sizeSlug":"large"}ଅଫିସରେ ଫ୍ଲର୍ଟ କରିବା ସହ କାମକୁ ଏଞ୍ଜୟ କରୁଥିବା ଲୋକଙ୍କ ମଧ୍ୟରେ ମାନସିକ ଚାପ କମ୍ ଦେଖିବାକୁ ମିଳିଥାଏ। ଏମାନଙ୍କ ମଧ୍ୟରେ ଚାକିରୀକୁ ନେଇ ଚିନ୍ତା ଏବଂ ଇନସେମିନିଆର ଅଭିଯୋଗ ମଧ୍ୟ ନଥାଏ।
{"id":205421,"sizeSlug":"large"}