ଫ୍ଲିପକାର୍ଟ କ୍ୱିଜ୍ : ଏହିସବୁ ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ କୁପନ୍, ସୁପରକଏନ୍ ଓ ଉପହାର

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧/୧୨ : ଫ୍ଲିପକାର୍ଟରେ ପୁଣି ଡେଲି ଟ୍ରିବିୟା ଆରମ୍ଭ ହୋଇଛି। ଆମାଜନ୍ ଆପ୍ କ୍ୱିଜ୍ ଆପ୍ ଓନ୍‌ଲି କ୍ୱିଜ୍ ଅଛି ଯାହା ଆଣ୍ଡ୍ରଏଡ଼ ଏବଂ iOS ରେ କାମ କରିଥାଏ। ସେହିଭଳି ଫ୍ଲିପକାର୍ଟ କ୍ୱିଜ (Flipkart Quiz) ମଧ୍ୟ ୟୁଜର୍ସଙ୍କୁ ପୁରସ୍କାର ଜିତିବାକୁ ମଉକା ଦେଇଥାଏ। ୟୁଜର୍ସ ଫ୍ଲିପକାର୍ଟ କ୍ୱିଜରେ ଭାଗ ନେଇ କୁପନ୍, ପ୍ରାଇଜ୍ ଓ ଅନେକ ପ୍ରକାର ଉପହାର ଜିତିପାରିବେ। ତାଛଡା ଅଂଶଗ୍ରହଣକାରୀ ଫ୍ଲିପକାର୍ଟ ସୁପରକଏନ୍ ମଧ୍ୟ ଜିତି ପାରିବେ। ପୁରସ୍କାର ଜିତିବା ପାଇଁ ୟୁଜର୍ସଙ୍କୁ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ। ଆଜିର ପ୍ରଶ୍ନ କଣ ଜାଣନ୍ତୁ :

କ୍ୱିଜ୍ ପୁରସ୍କାରର ପାତ୍ର ହେବାକୁ ପ୍ରତିଯୋଗୀଙ୍କୁ କ୍ୱିଜର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବାକୁ ହେବ। କ୍ୱିଜରେ ୫ଟି ପ୍ରଶ୍ନ ରହିଥାଏ | କ୍ୱିଜ୍ ଡେଲି ଇଭେଣ୍ଟ ଏବଂ କରେଣ୍ଟ ଅଫେୟର୍ସ ଉପରେ ଆଧାରିତ। କ୍ୱିଜ୍ ରାତି ୧୨ଟା ରୁ ଦିନ ୧୨ଟା ଯାଏଁ ଚାଲିଥାଏ। ଆଜିର କ୍ୱିଜର ୫ଟି ପ୍ରଶ୍ନ ନିମ୍ନରେ ଦିଆଯାଇଛି।

{"id":380584,"sizeSlug":"large","linkDestination":"none"}

ପ୍ରଥମ ପ୍ରଶ୍ନ - ୧୯୮୪ ମସିହାରେ କେଉଁ ଅଭିନେତା ଆହ୍ଲାବାଦ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ ?

ଉତ୍ତର - ଅମିତାଭ ବଚ୍ଚନ

ଦ୍ୱିତୀୟ ପ୍ରଶ୍ନ - ଆଗାମୀ ଶୋ ’ହାଉସ୍ ଅଫ୍ ଡ୍ରାଗନ୍’ କେଉଁ ଟିଭି ଧାରାବାହିକର ଏକ ପ୍ରିକ୍ୱେଲ୍ ?

ଉତ୍ତର - ଗେମ୍ ଅଫ୍ ଥ୍ରୋନ୍ସ

ତୃତୀୟ ପ୍ରଶ୍ନ - ଫିଲ୍ମ ‘ପଦ୍ମାବତ’ରେ ନଜର ଆସିଥିବା ଜିମ ସରବ ବଲିଉଡର କେଉଁ ଫିଲ୍ମରେ ଡେବ୍ୟୁ କରିଥିଲେ ?

ଉତ୍ତର - ନୀରଜା

ଚତୁର୍ଥ ପ୍ରଶ୍ନ - ଟିଭି ଧାରାବାହିକ ‘ଦି ହିଚିକର୍ ଗାଇଡ୍ ଟୁ ଗାଲାକ୍ସି’ କାହାର ପୁସ୍ତକର ଏକ ଆଡାପ୍ଟେସନ୍ ?

ଉତ୍ତର - ଡଗଲାସ୍ ଆଡାମ୍ସ

ପଞ୍ଚମ ପ୍ରଶ୍ନ - ଆନିମେଟେଡ୍ ସର୍ଟ ଫିଲ୍ମ ଷ୍ଟିମ୍ବୁଟ୍ ୱିଲି ସହିତ କିଏ ଆନିମେଟେଡ ଡେବ୍ୟୁ କରିଥିଲା ?

ଉତ୍ତର - ମିକି ମାଉସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.