Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିମାନ ଭିତରେ ଅନ୍ତରଙ୍ଗ ଶାରୀରିକ ସମ୍ପର୍କ, ଧରା ପଡିଗଲେ ଦମ୍ପତ୍ତି

18/09/2021 at 11:16 AM

ନୂଆଦିଲ୍ଲୀ, ୧୮।୦୯ : ବିମାନରେ ଖରାପ କାମ କରୁଥିଲେ ଦମ୍ପତ୍ତି । ଯାତ୍ରୀଙ୍କ ବାରଣ ସତ୍ତ୍ୱେ କିନ୍ତୁ ଚାଲିଥିଲା ଖରାପ କାମ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ରାନେୟାର୍ ବିମାନରେ ଏପରି ଘଟଣା ସାମ୍ନାକୁ ଆସିଛି । ବିମାନର ଜଣେ ଯାତ୍ରୀ ଦମ୍ପତ୍ତିଙ୍କ ଭିଡିଓ ପ୍ରଥମେ ସେୟାର କରିଥିଲେ । ଯାହା ଟ୍ୱିଟରରେ ଭାଇରାଲ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ବିମାନର ସିଟ୍ ବସିଛନ୍ତି । ତାଙ୍କ ପତ୍ନୀ ତାଙ୍କ ଗୋଡରେ ମୁଣ୍ଡ ରଖି ଶୋଇଛନ୍ତି । ଏପରି ଧିରେ ଧିରେ ସେମାନେ ସଂଯମତା ହରାଇବା ସହ ପରସ୍ପରକୁ ଚୁମ୍ବନ ଦେଉଛନ୍ତି । ଏପରିକି ଯୁବକଙ୍କ  ପ୍ରାଇଭେଟ୍ ପାର୍ଟ ମଧ୍ୟ ଭିଡିଓରେ ନଜର ଆସିଛି ।ଏପରି କରିବାକୁ ଅନେକ ଯାତ୍ରୀ ମନା କରୁଥିଲେ ମଧ୍ୟ ସେମାନେ କିଛି ଶୁଣୁ ନାହାଁନ୍ତି ।

ରାନେୟାର ନିୟମ ଅନୁସାରେ, କୌଣସି ଯାତ୍ରୀ ବିମାନରେ ଆପତ୍ତିଜନକ କାମ କଲେ ସେମାନଙ୍କୁ ବାହାର କରିଦିଆଯାଏ । ଘଟଣା ବାବଦରେ ବିମାନ କର୍ତୃପକ୍ଷ କହିଥିଲେ ଯେ, ବିମାନରେ ଯାତ୍ରା ବେଳେ କିଭଳି ଆଚରଣ କରାଯିବା ଉଚିତ ତାହା ଯାତ୍ରୀମାନେ ଜାଣିବା ଜରୁରୀ । ଅନ୍ୟ କୌଣସି ଯାତ୍ରୀ ଏଥିରେ ପ୍ରଭାବିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନରେ ଏଥିପାଇଁ ଦଣ୍ଡବ୍ୟଧାନ ରହିଛି ।

ଭିଡିଓ ଭାଇରାଲ ହେଲା ପରେ ଏହାକୁ ୧୦ ହଜାରରୁ ଅଧିକ ୟୁଜର ଦେଖି ସାରିଲେଣି । କିଛି ୟୁଜର ଏଥିରେ ମଜାଳିଆ କମେଣ୍ଟ କରୁଛନ୍ତି । ବିମାନରେ ଏତେ ସୁବିଧା ମିଳୁଛି ବୋଲି ଅନେକ ୟୁଜର ମତ ଦେଇଛନ୍ତି ।

   Related Posts