Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

କନ୍ୟାଶ୍ରମର ଛାତ୍ରୀ ହଷ୍ଟେଲ ଛାଡିବା ଘଟଣାରେ ୫ ଗ୍ରାମବାସୀ ଗିରଫ

4/02/2019 at 9:30 AM

ମୋହନା ୪|୨: ଛାତ୍ରୀ ହଷ୍ଟେଲ ଛାଡିବା ଘଟଣାରେ ୫ ଗ୍ରାମବାସୀ ଗିରଫ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା କନ୍ୟାଶ୍ରମରୁ ୨୯ ଛାତ୍ରୀ ହଷ୍ଟେଲ ଛାଡିବା ଘଟଣାରେ ୫ଜଣକୁ ଗିରଫ କରିଛି ଆଡବା ପୋଲିସ । ଗିରଫ ମାନେ ହେଲେ ଟାଙ୍କିଲିପଦର ଗାଁର ଗୋପାଳ ଶବର, ରିତା ଶବର, ଗଣେଶ ଶବର, ମୋହନ ଦଳାଇ ଓ ପ୍ରଶାନ୍ତ ପ୍ରଧାନ । ଛାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ଆଶ୍ରୟ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡ଼ିଛି । ଗତ ଜାନୁଆରୀ ୨୬ ତାରିଖ ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଥିଲେ କନ୍ୟାଶ୍ରମ ଛାତ୍ରୀ ।

   Related Posts