ଆବାସିକ ବିଦ୍ୟାଳୟରେ ଖାଦ୍ୟଖାଇ ୫ଛାତ୍ରୀ ଅସୁସ୍ଥ, ୩ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | October 23, 2019 IST

ରାଉରକେଲା ୨୩।୧୦: ଲାଠିକଟା ଆଦର୍ଶ ଆବାସିକ ବିଦ୍ୟାଳୟରେ ଭୋଜନରେ ଭାତ, ଡାଲି ସହ ଅଣ୍ଡା ଖାଇ ୫ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଛାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି । ୩ ଗୁରୁତର ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୩ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.