ଭଦ୍ରକରେ ସ୍କୁଲ ପିଲାଙ୍କ ଉପରକୁ ଚଢ଼ିଗଲା ଟ୍ରକ ; ୫ ଛାତ୍ରଛାତୀ ମୃତ

Published By : Prameya-News7 Bureau | July 19, 2018 IST

ସ୍କୁଲ ପିଲାଙ୍କ ଉପରେ ଚଢ଼ିଗଲା ଟ୍ରକ | ଭଦ୍ରକ ରାଣୀତାଲରେ ମର୍ମନ୍ଦୁତ ସଡକ ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ୫ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଛି | ସମସ୍ତ ପିଲା ନବମ ଶ୍ରେଣୀର | କିଛି ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଟ୍ରକ ଚଢିଯାଇଥିଲା | ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି | ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଆଁ ଲଗାଇଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.