ଡକାୟତି ଯୋଜନା ପଣ୍ଡ, ୫ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 11, 2020 IST

ଯାଜପୁର ୧୧।୧୦: ଡକାୟତି ଯୋଜନା ପଣ୍ଡ କଲା ପୋଲିସ। ଘଟଣାରେ ୫ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ ।  ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଘଟିଛି ଘଟଣା ।

{"id":342383,"sizeSlug":"large"}

ଖବର ଅନୁଯାୟୀ, ଗତ ବିଳମ୍ବିତ ରାତିରେ କାଚହୁଡୀ ସାହି ଅଞ୍ଚଳରେ ୫ ରୁ ୬ ଡକାୟତି କରିବାକୁ ଯୋଜନା କରୁଥିଲେ । କିନ୍ତୁ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ କରି ଯାଜପୁର ରୋଡ଼ ପୋଲିସ ୫ଜଣ ଡକାୟତଙ୍କୁ ଗିରଫ ଗିରଫ କରିବାରେ ସକ୍ଷମ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ୨ଟି ଜିଅନ୍ତା ବୋମା, ମାରଣାସ୍ତ୍ର, ମ୍ୟାପ୍, ବହୁ ବାଇକ୍ର ଚାବି ଓ ୨ଟି ବାଇକ୍ ଜବତ କରିଛି।

{"id":342384,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.