ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ୫ଟି କୋଭିଡ୍ ହସ୍ପିଟାଲ
20/04/2020 at 5:04 PM

ଭୁବନେଶ୍ବର୨୦/୪: ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ୫ କୋଭିଡ୍ ହସ୍ପିଟାଲ। ଭିଡିଓ କନ୍ଫରେନ୍ସିଂରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଳଚେର, ପାରାଦୀପ, ବରଗଡ଼ରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ମଧ୍ୟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସେହିପରି ସୋମବାରଠାରୁ ତାଳଚେରରେ ସମ୍ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। MCL ସହଯୋଗରେ ଆରମ୍ଭ ହୋଇଛି କୋଭିଡ୍ ହସ୍ପିଟାଲ। ଭିଡିଓ କନ୍ଫରେନ୍ସିଂରେ ଏହି ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଘାଟନ ସମୟରେ ଦିଲ୍ଲୀରେ ଉପସ୍ଥିତ ରହିଲେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉପସ୍ଥିତ ରହିଥିଲେ ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।
Related Posts
ଏଣିକି ସପ୍ତାହକୁ ୩ ଦିନ ଟିକାଦାନ : ସୋମ, ଗୁରୁ ଏବଂ ଶନିବାର ଦିଆଯିବ ଟିକା
22 January 2021