ରିମାଣ୍ଡରେ କେବିଏନ ଗ୍ରୁପର ୫ ସଦସ୍ୟ, ଅଧିକ ପଚରା ଉଚରା କରିବ ପୋଲିସ

Published By : Prameya-News7 Bureau | November 13, 2021 IST

ଭୁବନେଶ୍ୱର୧୩/୧୧: କେବିଏନ ଗ୍ରୁପ ଭିଡିଓ ଭାଇରାଲ ମାମଲାରେ ପାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ନୟାପଲ୍ଲୀ ଥାନା ପୋଲିସ । ଦୁଇ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବ ପୋଲିସ । ୫ ଅଭିଯୁକ୍ତ ହେଲେ ସୁମନ କୁମାର ପରିଡା, ରାଜେଶ ବେହେରା ଆଲିଆସ୍ ଚେଙ୍କ , ସନାତନ ବେହେରା ଆଲିଆସ୍ ସନିଆ, ରାହୁଲ ଜିନ୍ ଏବଂ ନରେନ୍ଦ୍ର ସାହୁ । ୭ ଦିନିଆ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିବା ବେଳେ ଦୁଇ ଦିନ ରିମାଣ୍ଡ ଅନୁମତି ଦେଇଥିଲେ ଭୁବନେଶ୍ବର ଏସ୍ଡିଜେଏମ କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.