ଭୋଜିରେ ମଦପିଇ ୫ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 31, 2019 IST

ଟାଙ୍ଗୀ ୩୧।୧୨: ମଦ୍ୟପାନ କରି ୫ଜଣ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବରଡି ଗାଁର ।

{"id":205036,"sizeSlug":"large"}

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବରଡି ଗାଁ ଓ ସୋରଣ ଗାଁର କେତେକ ବ୍ୟକ୍ତି ଭୋଜି କରିଥିଲେ । ଭୋଜିରେ ମଦ୍ୟପାନକରି ୫ ଗୁରୁତର ହୋଇପଡ଼ିଛନ୍ତି । ତେବେ ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.