Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୫ବଖରା ଘର ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଆସବାବପତ୍ର

27/09/2019 at 4:32 PM

ଯାଜପୁର ୨୭|୯: ଯାଜପୁର ବ୍ଲକ୍ ମଧୁସୂଦନପୁର ଗାଁରେ ଅଗ୍ନିକାଣ୍ଡ ହୋଇଛି । ନିଆଁଲାଗି ଦୁଇଟି ଗାଈ ଅର୍ଦ୍ଧ ଦଗ୍ଧ, ଦୁଇଟି ବାଛୁରୀ ଜୀବନ୍ତ ଦଗ୍ଧ ହେବା ସହ ଜଳିଗଲା ଲକ୍ଷାଧିକ ସୁନା ଗହଣା ଆସବାବପତ୍ର।

ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟରାତ୍ରିରେ ମଧୁସୂଦନପୁର ଗାଁର ସଂଜୟ ରଥ, ସୁବାଷ ରଥ ଙ୍କ ପରିବାର ସୋଇଥିବା ବେଳେ ସଟ୍ସର୍କିଟି ଯୋଗୁ ଘରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ୫ ବଖରା ଘର, ୪ଟି ବାଇକ୍, ନଗଦ ୫୦ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସୁନା ଗହଣା ଜଳିଯିବା ସହ ଦୁଇଟି ଗାଈ ଅର୍ଦ୍ଧଦଗ୍ଧ ହେବା ସହ ଦୁଇଟି ବାଛୁରୀ ଜୀବନ୍ତ ଦଗ୍ଧ । ଅଗ୍ନିକାଣ୍ଡ ପରେ ଗ୍ରାମବାସୀ ଓ ପରିବାର ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିଥିବା ବେଳେ ଦମକଳବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବରୀ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

   Related Posts