Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୫ ଜୁଆଡିକୁ ଗିରଫ କଲା ଉଦିତ ନଗର ପୋଲିସ, ୪ ଲକ୍ଷ ୧୪ଶହ ଟଙ୍କା ଜବତ

7/08/2019 at 4:42 PM

ରାଉରକେଲା ୭|୮: ରାଉରକେଲା ବାସନ୍ତୀ କଲୋନୀରୁ ୫ ଜୁଆଡ଼ିଙ୍କୁ ଗିରଫ କରିଛି ଉଦିତ ନଗର ପୋଲିସ । ଉଦିତ ନଗର ପୋଲିସ ଖବର ପାଇଁ ଗତକାଲି ରାତିରେ ବାସନ୍ତି କଲୋନୀ ଉମା ସିଂଙ୍କ ଘର କ୍ବାର୍ଟର ନମ୍ବର ଏଲ୍/୫୨ରେ ଚଢାଉ କରିଥିଲା ।

ଘଟଣାସ୍ଥଳରେ ୪ ଜୁଆଡ଼ି ସହ ସଟ୍ଟା ଖେଳାଉଥିବା ମାଷ୍ଟର ମାଇଣ୍ଡ ଘର ମାଲିକ ଉମା ସିଂ ସହ ୫ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ଜବତ ହୋଇଛି ନଗଦ ୪ ଲକ୍ଷ ୧୪ଶହ ଟଙ୍କା । ଏହି ସଟ୍ଟା ଖେଳରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଖୋଜୁଛି ଉଦିତ ନଗର ପୋଲିସ ।

   Related Posts