Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କାର୍‌କୁ ପିଟିଲା ଟ୍ରକ୍, ଗୋଟିଏ ପରିବାରର ୫ମୃତ

22/05/2019 at 7:48 AM

କଳାହାଣ୍ଡି ୨୨|୫: କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଫଳରେ ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ହୋଇଛି । ୱାଗନଆର କାର୍‌କୁ ପିଟିଲା ଟ୍ରକ୍ ।

ଜାତୀୟ ରାଜପଥ ୨୬ ଜାରିଙ୍ଗ ନିକଟରେ ଭୋର ଚାରିଟା ସମୟରେ ଦୁର୍ଘଟଣା ହୋଇଛି । ମୃତକ ଖୁରସେଲଗୁଡା ଗାଁର ବଡବେହେରା, ଆଶୁତୋଷ ବେହେରା, ବିନାୟକ ବେହେରା ଓ ଦୁଇ ମାସ ଓ ଛଅ ବର୍ଷର ଶିଶୁ ।

ଗୁରୁତର ନିମା ବେହେରାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରିବାରର ସମସ୍ତେ ବିଶାଖାପାଟଣାରୁ ଖୁରସେଲଗୁଡାକୁ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି ।

   Related Posts