ଡକାୟତି ଯୋଜନା ଉଦ୍ୟମ ପଣ୍ଡ, ୫ ଡକାୟତ ଗିରଫ

Published By : Prameya-News7 Bureau | March 14, 2019 IST

ବ୍ରହ୍ମପୁର ୧୪|୩ : ବ୍ରହ୍ମପୁରରେ ୫ ଡାକାୟତଙ୍କୁ ଗିରଫ କରିଛି ଗୋଷାଣୀନୂଆଗାଁ ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ବୋମା,  ଗୋଟିଏ ବନ୍ଧୁକ, ଦୁଇଟି ଗୁଳି, ତିନୋଟି ଖଣ୍ଡା,  ଗୋଟିଏ ମୋବାଇଲ୍ ଏବଂ ନଗଦ ଟଙ୍କା ଜବତ କରିଛି । ସହରର ଏକ ପେଟ୍ରୋଲ ପମ୍ପ୍ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରି ଗିରଫ କରିଥିବା ସୂଚନା । ଡକାୟତି ଉଦ୍ୟମ ପଣ୍ଡ ହୋଇଥିବା କହିଛନ୍ତି ଟାଉନ୍ ଏସଡିପିଓ  ବିଷ୍ଣୁ ପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.