Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡକାୟତି ଯୋଜନା ଉଦ୍ୟମ ପଣ୍ଡ, ୫ ଡକାୟତ ଗିରଫ

ବ୍ରହ୍ମପୁର ୧୪|୩ : ବ୍ରହ୍ମପୁରରେ ୫ ଡାକାୟତଙ୍କୁ ଗିରଫ କରିଛି ଗୋଷାଣୀନୂଆଗାଁ ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ବୋମା,  ଗୋଟିଏ ବନ୍ଧୁକ, ଦୁଇଟି ଗୁଳି, ତିନୋଟି ଖଣ୍ଡା,  ଗୋଟିଏ ମୋବାଇଲ୍ ଏବଂ ନଗଦ ଟଙ୍କା ଜବତ କରିଛି । ସହରର ଏକ ପେଟ୍ରୋଲ ପମ୍ପ୍ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରି ଗିରଫ କରିଥିବା ସୂଚନା । ଡକାୟତି ଉଦ୍ୟମ ପଣ୍ଡ ହୋଇଥିବା କହିଛନ୍ତି ଟାଉନ୍ ଏସଡିପିଓ  ବିଷ୍ଣୁ ପତି ।

265 Views

   ସମ୍ବନ୍ଧିତ ଖବର