Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ମାଙ୍କଡ କାମୁଡାରେ ୫ ଗୁରୁତର : ଗାଁରେ ଆତଙ୍କ, ଜଙ୍ଗଲ ବିଭାଗ ବି ହେଲାଣି ନୟାନ୍ତ

24/09/2019 at 3:50 PM

କୋଣାର୍କ ୨୪|୯: ପୁରୀ ଜିଲ୍ଲା ଗୋପ ବ୍ଲକର  ଓଗାଳପୁର ଗ୍ରାମରେ ମାଙ୍କଡ କାମୁଡ଼ାରେ ପାଞ୍ଚ ଜଣ ଗୁରତର ହୋଇ ପଥମେ ଗୋପ ମେଡିକାଲ ଓ ପରେ ଚାରିଛକ ଏବଂ କଟକ ମେଡିକାଲ  କୁ ରେଫର  ହୋଇଛନ୍ତି । ଗାଁରେ ଦୀର୍ଘ ଦିନ ହେବ ମାଙ୍କଡ଼ ଉତ୍ପାତରେ ଲୋକେ ଘରୁବାହାରକୁ ଆସିବାକୁ ଭୟ କରୁଛନ୍ତି । ଛୋଟ ପିଲା ସ୍କୁଲ ଯାଇ ପାରୁନାହାନ୍ତି ।

ଏପଟେ ଗୋପ ମେଡିକାଲରେ ମାଙ୍କଡ଼ କାମୁଡ଼ା ଇଞ୍ଜେକ୍ସନ ନଥିବାରୁ ଆହତଙ୍କୁ ପୁରୀ, କଟକ ଆଦି ମେଡିକାଲ ଯିବାକୁ ପଡୁଛି ।

ଏପଟେ ଗ୍ରାମବାସୀମାନେ ତଡା ବଡ଼ିଧରି ଫରେଷ୍ଟର କର୍ମଚାରୀ ଙ୍କ ସହିତ ମାଙ୍କଡ଼ ଘଉଡେଇବାରେ ଲାଗିଛନ୍ତି । କିନ୍ତୁ ଦୀର୍ଘ ସାତଦିନ ବିତିଯାଇଥିଲେ ମଧ୍ୟ ଫରେଷ୍ଟର ଗୋଟାଏ ମାଙ୍କଡକୁ ଧାରବା କିମ୍ବା ଘାଉଡେଇବାରେ ସଫଳ ହୋଇପାରିନାହାନ୍ତି ।

ସେପଟେ ମାଙ୍କଡ଼ ଦୁଇ ଦଳ ହୋଇଯିବାରୁ ନିଜନିଜ ଭିତରେ କାମୁଡ଼ା କାମୁଡି ହୋଇ ରାଗିଯାଇ ଲୋକଙ୍କୁ କାମୁଡୁଛନ୍ତି ।  ନଚେତ  ଖାଇବାକୁ  ନପାଇ କିଛି ମାଙ୍କଡ଼ ରାଗିଯାଇ ଲୋକଙ୍କୁ କାମୁଡୁଛନ୍ତି । ଆମେ ବହୁଶିଘ୍ର ମାଙ୍କଡ଼ଙ୍କୁ ଧରିବା ଓ ଘଉଡାଇବାରେ ସଫଳ ହେବୁ ବୋଲି ଫରେଷ୍ଟର କୁହିଛନ୍ତି ।

   Related Posts